ଶଙ୍କର୍ଷଣ ବାଘ

 ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ କୋରୋନା ଗାଇଡଲାଇନ; ଜାଣନ୍ତୁ କ'ଣ କରିବେ, କ'ଣ ନାହିଁ

ଆସନ୍ତାକାଲିଠୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ କୋରୋନା ଗାଇଡଲାଇନ; ଜାଣନ୍ତୁ କ'ଣ କରିବେ, କ'ଣ ନାହିଁ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କୋରୋନା ଗ୍ରାଫ୍ ଉପର ମୁହାଁ ହେଉଛି। ଅମାନିଆ ମଧ୍ୟ ସରକାରଙ୍କ ଟେନସନ୍ ବଢାଇଛନ୍ତି। ଫଳରେ ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ସମସ୍ତ ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସପ୍ତାହନ୍ତ ସଟଡାଉନ୍

ମସଜିଦ୍ ପାଲଟିଲା କୋଭିଡ୍ ହସ୍ପିଟାଲ୍

ମସଜିଦ୍ ପାଲଟିଲା କୋଭିଡ୍ ହସ୍ପିଟାଲ୍

ଭଡୋଦରା: କୋଭିଡ୍ ହସ୍ପିଟାଲ ପାଲଟିଲା ମସଜିଦ୍। ସହରରେ କୋରୋନା ରୋଗୀଙ୍କ ବେଡ୍ ଓ ଅକ୍ସିଜେନ୍ ଅଭାବ ଦେଖାଦେବାରୁ ମସଜିଦ୍କୁ ହସ୍ପିଟାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ ମସଜିଦ୍ ପରିଚଳକ। ଏଭଳି ଏକ ମାନବିକତାର ଦୃଶ୍ୟ ଗୁଜୁରାଟର ଜାହାଙ୍

 ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା

ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ବିଧିମତେ ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ହେବ। କୋରୋନା କଟକଣା ମଧ୍ୟରେ ଓ କଡା ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ଣରେ ରଥଟଣା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳ

ଏହି ରାଜ୍ୟରେ Lockdown କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଏହି ରାଜ୍ୟରେ Lockdown କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଲକ୍ଷ୍ନୌ: ଭୟଙ୍କର ରୂପ ନେଲାଣି ମହାମାରୀର ଦ୍ୱିତୀୟ ଲହରୀ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ସପେଟେ ଉତ୍ତର ପ୍ରଦେଶରେ ବି ସ୍ଥିତି ସାଙ୍ଘାତିକ ହେଲଣି। ଯାହାକୁ ଦୃଷ୍ଟିରେ ରଖି ରାଜଧା

ଉଚ୍ଚଶିକ୍ଷାର ଅହଂକାର! ପୋଲିସକୁ ଦୁର୍ବ୍ୟବହାର କରି ଦମ୍ପତି ଗିରଫ

ଉଚ୍ଚଶିକ୍ଷାର ଅହଂକାର! ପୋଲିସକୁ ଦୁର୍ବ୍ୟବହାର କରି ଦମ୍ପତି ଗିରଫ

ନୂଆଦିଲ୍ଲୀ: ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର। କୋଭିଡ୍ ନିୟମ ଉଲ୍ଲଙ୍ଘନ ଓ ପୋଲିସର କର୍ଯ୍ୟରେ ଦଖଲ ଦେବା ଅଭିଯୋଗ ମୁତାବତ ଏକାଧିକ ଧାରାରେ ଗିରଫ ହେଲେ ଉଭୟ ସ୍ୱାମୀ ସ୍ତ୍ରୀ। ଆଉ ଗିରଫ ହେବା ପରେ ସ୍ୱାମୀ ତାଙ୍କ ସ୍ତ୍ରୀ ଉପରେ ସମସ୍ତ

ଉପାୟ ଶୂନ୍ୟ କେଜ୍ରିୱାଲ; ଦିଲ୍ଲୀରେ ଲାଗିବ ୬ ଦିନିଆ ଲକଡାଉନ୍

ଉପାୟ ଶୂନ୍ୟ କେଜ୍ରିୱାଲ; ଦିଲ୍ଲୀରେ ଲାଗିବ ୬ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ: ମହାମାରୀ କୋରୋନାର ବିକଟାଳ ରୂପ ଦେଖି ଆତଙ୍କୀତ ହେଲେ ଦିଲ୍ଲୀ ସରକାର। ସ୍ଥିତି ବିଗିଡିବା ପୂର୍ବରୁ ନେଲେ କଠୋର ପଦକ୍ଷେପ। ଆଜି ରାତି ୧୦ ଠାରୁ ରାଜଧାନୀ ଦିଲ୍ଲୀରେ ଆସନ୍ତା ୬ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଦିଲ୍ଲୀ ଉପ

ପିପିଲି ଉପନିର୍ବାଚନ: କଂଗ୍ରେସ ଆପଣାଇବ ନବୀନଙ୍କ ଷ୍ଟ୍ରାଟେଜୀ !

ପିପିଲି ଉପନିର୍ବାଚନ: କଂଗ୍ରେସ ଆପଣାଇବ ନବୀନଙ୍କ ଷ୍ଟ୍ରାଟେଜୀ !

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୧୩ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ଏପ୍ରିଲ ୨୬ରେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ନାମାଙ୍କନ ଭରିବାକୁ ସୁଯୋ

IPL ଇତିହାସରେ ପ୍ରଥମ; RCB ଜିତିଲା ସିଜିନର ପ୍ରାରମ୍ଭିକ ହ୍ୟାଟ୍ରିକ୍

IPL ଇତିହାସରେ ପ୍ରଥମ; RCB ଜିତିଲା ସିଜିନର ପ୍ରାରମ୍ଭିକ ହ୍ୟାଟ୍ରିକ୍

ଚେନ୍ନାଇ: ଗତ ୧୩ଟି ପ୍ରୟାସରେ ଟାଇଟଲ୍ ଜିତିପାରିନଥିବା RCB ୧୪ତମ ସିଜନରେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଏକ ଦୃଢ ଉଦ୍ଦେଶ୍ୟ ନେଇ ବାହାରିଛି। ଯାହା ଟିମର ପ୍ରଦର୍ଶନରେ ଏଥର ଦୃଶ୍ୟମାନ ହେଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ବିପକ୍ଷ

କୋରୋନା ଠାରୁ ଶିଶୁଙ୍କୁ କିପରି ସୁରକ୍ଷିତ ରଖିବେ?

କୋରୋନା ଠାରୁ ଶିଶୁଙ୍କୁ କିପରି ସୁରକ୍ଷିତ ରଖିବେ?

ନୂଆଦିଲ୍ଲୀ: ୨୦୨୦ର କୋରୋନା ଅପେକ୍ଷା ୨୦୨୧ କୋରୋନା ଅଧିକ ବିପଜ୍ଜନକ ଏବଂ ଅଧିକ ଯନ୍ତ୍ରଣାଦାୟକ ଅଟେ। ବିପଜ୍ଜନକ!