T20 World Cup 2024 Final: ଟି-୨୦ ବିଶ୍ବକପ୍ ଚୂଡାନ୍ତ ପର୍ଯ୍ୟାନ୍ତରେ ପହଞ୍ଚିଛି।  ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନବମ ସଂସ୍କରଣର ଫାଇନାଲ ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ବକପ୍ ଇତିହାସରେ ଭାରତ ତୃତୀୟ ଥର ଲାଗି ଫାଇନାଲ୍ ଟିକେଟ୍ ହାସଲ କରିଛି।  ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା  ପ୍ରଥମ ଥର ଲାଗି  ଟାଇଟେଲ୍ ରେସରେ ସାମିଲ୍ ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: ଆଜି ରାଜ୍ୟରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


୨୦୦୭ରେ ବିଶ୍ବକପ୍ ର ପ୍ରଥମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ଫାଇନାଲରେ ପାକିସ୍ତାନକୁ ହରାଇଥିଲା। ୭ ବର୍ଷ ପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଆଉ ୬ ଓ୍ବିକେଟ୍ ରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ରନର୍ସଅପ୍ ରେ ସନ୍ତୁଷ୍ଟ ହୋଇଥିଲା। ଆଉ ଏବେ ୧୦ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବକପ୍ ଫାଇନାଲ୍ ଟିକେଟ୍ ହାସଲ୍ କରିଛି।