Dhanu jatra 2025: ଆଜିଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା। ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ପୂରା ବରଗଡ। ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି  ପୂରା ଅଞ୍ଚଳ। ବରଗଡ଼ ମଥୁରା ନଗରୀ ପାଲଟିଥିବାକୁ ଥିବା ବେଳେ ଅମ୍ବାପାଲି ପାଲଟିଛି ଗୋପପୁର । ଆଉ, ସେହିପରି ଜୀରାନଦୀ ପାଲଟିଛି ଯମୁନା ନଦୀ। ୧୧ ଦିନ ବ୍ୟାପି ହେବାକୁ ଥିବା ୭୭ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ସୂଚାର ରୂପେ ପରିଚାଳନ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି  ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ମଂଚ କାରିଗର ଅନ୍ତିମ ସ୍ପର୍ଶରେ ବ୍ୟସ୍ତ ଥିବା ବେଳେ କଳାକାରଙ୍କ ଆଭ୍ୟାସ ଶେଷ ହୋଇଛି। ଭବ୍ୟତୋରଣ, ଆଲୋକମାଳା, ଆକର୍ଷଣ ସାଜିବ। 

ALSO READ: Prakruti Mishra: ହଟ୍- ଅନ୍ଦାଜରେ ନଜର ଆସିଲେ ପ୍ରକୃତି ମିଶ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହିସବୁ ଫଟୋ


COMMERCIAL BREAK
SCROLL TO CONTINUE READING

ALSO READ: Surya Chandra Yuti 2025: ଜାନୁଆରୀ ଶେଷରେ ସୂର୍ଯ୍ୟ-ଚନ୍ଦ୍ର ୟୁତି, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭଦିନ!