ଦୁର୍ଗା ପୂଜା ପାଇଁ ସଜେଇ ହୋଇଛି ରାଜଧାନୀ, ଗୋଟିଏ କ୍ଲିକରେ ଦେଖନ୍ତୁ ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପ

Bhubaneswar Durga Puja 2024: ବୁଧବାର ଜଗତ ଜନନୀ ମା`ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। ଆଜିଠାରୁ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ମା` ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ ସହ ଦେଶ। ଏହି କ୍ରମରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ ରହିଛି। ମା` ଦୁର୍ଗାଙ୍କ ଆଗମନ ନେଇ ରାଜଧାନୀରେ ବିଭିନ୍ନ ମଣ୍ଡପର ଝଲକ୍ ସମସ୍ତଙ୍କ ମନ ମୋହୁଛି। ଏଠାରେ ଦେଖନ୍ତୁ ରାଜଧାନୀରେ ତିଆରି ହୋଇଥିବା ମଣ୍ଡପ ଗୁଡିକର କିଛି ଝଲକ୍...

Jagdish Barik Wed, 09 Oct 2024-6:18 pm,
1/8

ଷ୍ଟେସନ ବଜାର ଦୁର୍ଗାପୂଜା ମଣ୍ଡପ

2/8

ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ

3/8

ଝାରପଡ଼ା ଦୁର୍ଗାପୂଜା ମଣ୍ଡପ

 

4/8

ରସୁଲଗଡ ଦୁର୍ଗାପୂଜା ମଣ୍ଡପ

5/8

ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ

6/8

ବୋମିଖାଲ ଦୁର୍ଗାପୂଜା ସମିତି ପୂଜା ମଣ୍ଡପ

7/8

ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପ

8/8

ବଡଗଡ ଦୁର୍ଗାପୂଜା ମଣ୍ଡପ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link