Patha Utsav 2024: ରାଜଧାନୀକୁ ଫେରିଲା ପଥୋତ୍ସବ, ଦେଖନ୍ତୁ ଫଟୋରେ କିଛି ଝଲକ୍

Patha Utsav: ଆଜି ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଦେଖନ୍ତୁ ଫଟୋରେ କିଛି ଝଲକ୍ ...

Narmada Behera Tue, 29 Oct 2024-1:57 pm,
1/5

ଆଜି ରାଜ୍ୟସ୍ତରୀୟ ପଥୋତ୍ସବ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ୱାକାଥନ ବି ଆୟୋଜନ କରାଯାଇଥିଲା। 

2/5

ୱାକାଥନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ପ୍ରଦର୍ଶନୀ ପଡିଆ ଯାଏ ଯାଇଥିଲା। 

3/5

ନୂଆ ଭୋଟର ସଚେତନ କରିବା ପାଇଁ ପ୍ଲା କାର୍ଡ ଜରିଆରେ ଅନେକ ବାର୍ତ୍ତା ଦିଆଯାଇଛି। 

4/5

ସଚେତନ ଓ ସଂଶୋଧନ ଆଜିଠୁ ମାସେ ଯାଏ ଚାଲିବ। 

5/5

୨୦୦୬ ମସିହାରେ ଜନ୍ମ କିମ୍ୱା ତା ପୂର୍ବରୁ ଜନ୍ମ ହୋଇଥିବା ସାବାଳକ ମାନେ ଏହି ସମୟରେ ଭୋଟର କାର୍ଡ ତିଆରି କରିବା, ନା ଓ ଆଡ୍ରେସ ପରିବର୍ତ୍ତନ କରିବା ଓ ଅନ୍ୟାନ୍ୟ ଭୋଟର କାର୍ଡ ଫଟୋ ତ୍ରୁଟି ଥିଲେ ସଂଶୋଧନ କରିବା ଭଳି ଅନେକ ସମସ୍ୟା ସମାଧାନ କରିପାରିବେ ବୋଲି କୁହାଯାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link