Forbes India Top 100 Richest List 2023: ଫୋର୍ବ୍ସ ଜାରି କଲା ଭାରତର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ଲିଷ୍ଟ, ମୁକେଶ ଅମ୍ବାନୀ ନମ୍ବର ୱାନ, ଦେଖନ୍ତୁ ପୂରା ତାଲିକା
India`s 100 Richest 2023: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୨୦୨୩ ଫୋର୍ବସ୍ ଇଣ୍ଡିଆର ୧୦୦ ଧନୀ ତାଲିକାରେ ସବୁଠାରୁ ଶ୍ରେଷ୍ଠ ଧନୀ ଭାରତୀୟ ହୋଇଥିବା ବେଳେ, ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
Forbes India Top 100 Richest List 2023: ଫୋର୍ବସ୍ ଦ୍ୱାରା ପ୍ରକାଶିତ ୧୦୦ ଧନୀ ଭାରତୀୟ ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନ ପାଇଛନ୍ତି ଓ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନ ରହିଛନ୍ତି । ଉଭୟଙ୍କ ସମ୍ପତ୍ତି ଯଥାକ୍ରମେ ୯୨ ବିଲିୟନ ଡଲାର ଓ ୬୮ ବିଲିୟନ ଡଲାର ଅଟେ । ଏହି ତାଲିକାରେ ଶିବ ନାଦର ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ ମାନ୍ୟତାରେ ଗତ ବର୍ଷ ତୁଳନାରେ ୨ଟି ସ୍ଥାନ ବୃଦ୍ଧି ପାଇଛି। ଏଠାରେ ଦେଖନ୍ତୁ ପୂରା ତାଲିକା-
ମୁକେଶ ଅମ୍ବାନୀ- ୯୨ ବିଲିୟନ ଡଲାର
ଗୌତମ ଆଦାନୀ- ୬୮ ବିଲିୟନ ଡଲାର
ଶିବ ନାଦର- ୨୯.୩ ବିଲିୟନ ଡଲାର
ସାବିତ୍ରୀ ଜିନ୍ଦଲ- ୨୪ ବିଲିୟନ ଡଲାର
ରାଧାକୀଶନ୍ ଦାମନୀ- ୨୩ ବିଲିୟନ ଡଲାର୍
ସାଇରସ୍ ପୁନାୱାଲା - ୨୦.୭ ବିଲିୟନ ଡଲାର
ହିନ୍ଦୁଜା ଫେମିଲି- ୨୦ ବିଲିୟନ ଡଲାର
ଦିଲୀପ ଶାଙ୍ଗଭି- ୧୯ ବିଲିୟନ ଡଲାର
କୁମାର ବିର୍ଲା- ୧୭.୫ ବିଲିୟନ ଡଲାର
ଶପୁର ମିଷ୍ଟ୍ରି ଆଣ୍ଡ ଫେମିଲି - ୧୬.୯ ବିଲିୟନ ଡଲାର
ସୁନୀଲ ମିତ୍ତଲ- ୧୬.୮ ବିଲିୟନ ଡଲାର
ଗୋଡ୍ରେଜ ପରିବାର- ୧୬.୭ ବିଲିୟନ ଡଲାର
ଲକ୍ଷ୍ମୀ ମିତ୍ତଲ- ୧୫.୯ ବିଲିୟନ ଡଲାର
ବଜାଜ ପରିବାର- ୧୫ ବିଲିୟନ ଡଲାର
ଉଦୟ କୋଟାକ୍- ୧୩.୪ ବିଲିୟନ ଡଲାର
କୁଶଲ ପାଲ - ୧୧.୯ ବିଲିୟନ ଡଲାର
ଆଜିମ ପ୍ରେମଜୀ- ୧୧.୬ ବିଲିୟନ ଡଲାର
ରବି ଜୟପୁରିଆ - ୧୧.୫ ବିଲିୟନ ଡଲାର
ମଧୁକର ପାରେଖ- ୧୧.୧ ବିଲିୟନ ଡଲାର
ବର୍ମାନ ପରିବାର- ୮.୯ ବିଲିୟନ ଡଲାର
କୁଲଦୀପ ସିଂ ଏବଂ ଗୁରୁବାଚନ ସିଂ - ୮.୨ ବିଲିୟନ ଡଲାର
ଦାନି ପରିବାର- ୮ ବିଲିୟନ ଡଲାର
ସୁଧୀର ଏବଂ ସମୀର ମେହେଟ୍ଟା - ୭.୯ ବିଲିୟନ ଡଲାର
ହସମୁଖ ଚୁଡଗର - ୭.୭ ବିଲିୟନ ଡଲାର
ମୁରୁଗାପ୍ପା ପରିବାର- ୭.୩ ବିଲିୟନ ଡଲାର
ବେନୁ ଗୋପାଳ ବଙ୍ଗୁର- ୭.୨ ବିଲିୟନ ଡଲାର
ଏମଏ ୟୁସୁଫ୍ ଅଲି- ୭.୧ ବିଲିୟନ ଡଲାର
ରେଖା ଝୁଞ୍ଜୁନୱାଲା- ୭ ବିଲିୟନ ଡଲାର
ରମେଶ ଏବଂ ରାଜୀବ ଜୁନ୍ଜା - ୬.୯ ବିଲିୟନ ଡଲାର
ବିନୋଦ ଏବଂ ଅନିଲ ରାୟ ଗୁପ୍ତା - ୬.୭ ବିଲିୟନ ଡଲାର
ମଙ୍ଗଲ ପ୍ରଭାତ ଲୋଡା - ୬.୬ ବିଲିୟନ ଡଲାର
ଇନ୍ଦର ଜୈସିଙ୍ଗାନି- ୬.୪ ବିଲିୟନ ଡଲାର
ମୁରଲୀ ଡିଭି- ୬.୩ ବିଲିୟନ ଡଲାର
ମହେନ୍ଦ୍ର ଚୋକସି- ୬.୨ ବିଲିୟନ ଡଲାର
ବିକ୍ରମ ଲାଲ- ୬.୧ ବିଲିୟନ ଡଲାର
ପଙ୍କଜ ପଟେଲ- ୬ ବିଲିୟନ ଡଲାର
କଠୋର ମାରିୱାଲା- ୫.୯ ବିଲିୟନ ଡଲାର
ଗିରିଧାରୀ ଲାଲ ବାୱ୍ରି, ରାଜେନ୍ଦ୍ର ଅଗ୍ରୱାଲ ଏବଂ ବନୱାରୀ ଲାଲ ବାୱ୍ରି - ୫.୮୫ ବିଲିୟନ ଡଲାର
କପିଲ ଏବଂ ରାହୁଲ ଭାଟିଆ - ୫.୮ ବିଲିୟନ ଡଲାର
ନିତିନ ଏବଂ ନିଖିଲ କାମାଟ - ୫.୫ ବିଲିୟନ ଡଲାର
ୱକିଲ ପରିବାର - ୫.୩ ବିଲିୟନ ଡଲାର
ବିଜୟ ଚୌହାନ- ୫ ବିଲିୟନ ଡଲାର
ମୁଥୁଟ୍ ପରିବାର- ୪.୯ ବିଲିୟନ ଡଲାର
ରେଣୁକା ଜାଗଟିଆନ୍- ୪.୮ ବିଲିୟନ ଡଲାର
ଲୀନା ତିୱାରୀ- ୪.୭୫ ବିଲିୟନ ଡଲାର
ଶ୍ରୀଧର ଭେମ୍ବୁ - ୪.୭ ବିଲିୟନ ଡଲାର
ସିଂ ପରିବାର- ୪.୬ ବିଲିୟନ ଡଲାର
ନାରାୟଣ ମୁର୍ତ୍ତୀ - ୪.୫ ବିଲିୟନ ଡଲାର
ଚନ୍ଦ୍ର ରାହେଜା- ୪.୪୫ ବିଲିୟନ ଡଲାର
ଆନନ୍ଦ ଆଲୁକ୍କାସ୍- ୪.୪ ବିଲିୟନ ଡଲାର
ୟୁସୁଫ ହମିଦ- ୪.୩ ବିଲିୟନ ଡଲାର
ନସଲି ୱାଡିଆ- ୪.୨ ବିଲିୟନ ଡଲାର
ବିବେକ ଚାନ୍ଦ ସେହଗଲ୍ - ୪.୧ ବିଲିୟନ ଡଲାର
ପିପି ରେଡ୍ଡି- ପିଭି କୃଷ୍ଣ ରେଡ୍ଡି- ୪.୦୫ ବିଲିୟନ ଡଲାର
ବାବା କଲ୍ୟାଣୀ- ୩.୮ ବିଲିୟନ ଡଲାର
ଅଜୟ ପିରାମଲ- ୩.୭୫ ବିଲିୟନ ଡଲାର
ଶ୍ୟାମଶୀର ଭାୟାଲିଲ- ୩.୭ ବିଲିୟନ ଡଲାର
ବିକାଶ ଓବରୋଇ - ୩.୬୫ ବିଲିୟନ ଡଲାର
ଅରବିନ୍ଦ ପୋଦ୍ଦାର- ୩.୬୪ ବିଲିୟନ ଡଲାର
ଦିଲୀପ ଏବଂ ଆନନ୍ଦ ସୁରନା - ୩.୬ ବିଲିୟନ ଡଲାର
ସାଲିଲ ସିଙ୍ଗଲ- ୩.୫୫ ବିଲିୟନ ଡଲାର
ପୱନ ମୁଞ୍ଜାଲ- ୩.୫ ବିଲିୟନ ଡଲାର
କରଶନଭାଇ ପଟେଲ- ୩.୪୫ ବିଲିୟନ ଡଲାର
ରବି ମୋଦୀ- ୩.୪ ବିଲିୟନ ଡଲାର
ସନ୍ଦୀପ ଇଞ୍ଜିନିୟର- ୩.୩୫ ବିଲିୟନ ଡଲାର
ଅଭୟ ଫିରୋଡିଆ- ୩.୩ ବିଲିୟନ ଡଲାର
ସେନାପତି ଗୋପାଳକୃଷ୍ଣନ୍ -୩.୨୫ ବିଲିୟନ ଡଲାର
ଆଚାର୍ଯ୍ୟ ବାଲାକ୍ରିଷ୍ଣା- ୩.୨୩ ବିଲିୟନ ଡଲାର
ରବି ପିଲ୍ଲାଇ- ୩.୨ ବିଲିୟନ ଡଲାର
ରାଜନ ରାହେଜା- ୩.୧୫ ବିଲିୟନ ଡଲାର
ବଜରଙ୍ଗଲାଲ ତାପରିଆ - ୩.୧୪ ବିଲିୟନ ଡଲାର
ଅରୁଣ ଭାରତ ରାମ - ୩.୧୧ ବିଲିୟନ ଡଲାର
ୟାଦୁ ହରି ଡାଲମିଆ ଏବଂ ପରିବାର - ୩.୧ ବିଲିୟନ ଡଲାର
ଶ୍ୟାମ ହରି ଭାରତିଆ- ୩.୦୫ ବିଲିୟନ ଡଲାର
ରେଡ୍ଡୀ ପରିବାର- ୩ ବିଲିୟନ ଡଲାର
ହର୍ଷ ଗୋଏଙ୍କା - ୨.୯୫ ବିଲିୟନ ଡଲାର
ନନ୍ଦନ ନିଲେକାନି- ୨.୯୪ ବିଲିୟନ ଡଲାର
ସନି ଭର୍କି- ୨.୯୩ ବିଲିୟନ ଡଲାର
ଲକ୍ଷ୍ମଣ ଦାସ ମିତ୍ତଲ- ୨.୯୨ ବିଲିୟନ ଡଲାର
ଗୁପ୍ତ ପରିବାର- ୨.୯୧ ବିଲିୟନ ଡଲାର
ବିବେକ ଜୈନ- ୨.୯ ବିଲିୟନ ଡଲାର
କାଲାନିଥୀ ମାରନ୍ - ୨.୮୫ ବିଲିୟନ ଡଲାର
ଅମାଲଗାମେସନ୍ ପରିବାର- ୨.୮୪ ବିଲିୟନ ଡଲାର
ସଞ୍ଜୀବ ଗୋଏଙ୍କା - ୨.୮ ବିଲିୟନ ଡଲାର
ସୁନ୍ଦର ଜିନୋମାଲ୍ -୨.୭୯ ବିଲିୟନ ଡଲାର
ରାଜନ ପାଏ - ୨.୭୫ ବିଲିୟନ ଡଲାର
ଅନୁ ଆଗା - ୨.୭ ବିଲିୟନ ଡଲାର
ଫାଲଗୁନି ନାୟାର- ୨.୬୫ ବିଲିୟନ ଡଲାର
ରାଫିକ୍ ମଲିକ୍- ୨.୬୨ ବିଲିୟନ ଡଲାର
ଆନନ୍ଦ ମହିନ୍ଦ୍ରା - ୨.୬ ବିଲିୟନ ଡଲାର
ନିର୍ମଳା ମୀଣ୍ଡା- ୨.୫୫ ବିଲିୟନ ଡଲାର
କିରଣ ମଜୁମଦାର ଖାଁ - ୨.୫୨ ବିଲିୟନ ଡଲାର
ଅନୁରାଗ ଜୈନ- ୨.୫ ବିଲିୟନ ଡଲାର
ପ୍ରତାପ ରେଡ୍ଡୀ - ୨.୪୮ ବିଲିୟନ ଡଲାର
ଭେନୁ ଶ୍ରୀନିବାସନ୍- ୨.୪୬ ବିଲିୟନ ଡଲାର
ଭରଦେଶ ଶାହା- ୨.୪୫ ବିଲିୟନ ଡଲାର
ର। ଦୀନେଶ- ୨.୪ ବିଲିୟନ ଡଲାର
ପିଭି ରାମପ୍ରସାଦ ରେଡ୍ଡୀ - ୨.୩୫ ବିଲିୟନ ଡଲାର
ଆର.ଜି ଚନ୍ଦ୍ରମୋଗନ - ୨.୩୪ ବିଲିୟନ ଡଲାର
କେପି ରାମାସାମୀ - ୨.୩ ବିଲିୟନ ଡଲାର