India Issues Advisory For Its Nationals In Israel: ଇସ୍ରାଏଲ ଓ ହାମାସ ମଧ୍ୟରେ ବିବାଦ ପରେ ଭାରତ ଏକ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଭାରତ ଅନୁରୋଧ କରିଛି । ଏହା ସହିତ ଭାରତ ସରକାର ଇସ୍ରାଏଲକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ପରାମର୍ଶ ଦେଇଛି । ଅନାବଶ୍ୟକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ଓ ନିରାପଦ ସ୍ଥାନରେ ରହିବାକୁ ସରକାର ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି ।