Gold Rate Today: ସପ୍ତାହ ଶେଷରେ ଗ୍ରାହକଙ୍କୁ ବଡ଼ ଝଟକା, ଜାଣନ୍ତୁ ରାଜ୍ୟରେ ଭରି ପିଛା କେତେ ଟଙ୍କା ବୃଦ୍ଧି ପାଇଲା ଦର?

Gold Rate Today: ସୁନାପ୍ରେମୀଙ୍କ ବଡ଼ ଖବର। ସପ୍ତାହ ଶେଷରେ ଗ୍ରାହକଙ୍କୁ ବଡ଼ ଝଟକା। ପୁଣି ବଢିଲା ସୁନା ଦର। ଗତ ଦୁଇ ଦିନ ହେବ ସୁନା ଦର ଖସିଥିବା ବେଳେ ଆଜି ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Narmada Behera Sat, 14 Sep 2024-11:06 am,
1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୪,୮୯୦  ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Weekly Career Horoscope: କ୍ୟାରିୟରକୁ ନେଇ ଖୁସି ଖବର ପାଇବେ ଏହିସବୁ ରାଶି, ଚାକିରିରେ ମିଳିବ ପଦୋନ୍ନତି ସାଙ୍ଗକୁ...

ALSO READ: Road Accident: ବ୍ରେକ୍ ଫେଲ୍ ହୋଇ ବସ୍ କୁ ଧକ୍କା ଦେଲା ଟ୍ରକ୍, ୭ ମୃତ, ୩୩ ଆହତ

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ରାଜ୍ୟରେ ଲିଟର ପିଛା କେତେ କମିଲା ପେଟ୍ରୋଲ-ଡିଜେଲ ରେଟ୍ ?

2/5

ସେହିପରି ଦେଶରେ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି।

 

3/5

ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୬୫୦ ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୪,୮୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୮,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୪,୮୯୦ ଟଙ୍କା ରହିଛି।  ଏବଂ  ୧୮ କ୍ୟାରେଟ୍ ର ଦାମ୍ ୫୬,୧୭୦ ହଜାର ଟଙ୍କା ରହିଛି । ୧୮,୨୨ ଓ ୨୪ କ୍ୟାରେଟ୍ ପିଛା ୩୩୦,୪୦୦ ଓ ୪୪୦ ଟଙ୍କା ବଢିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link