Gold Rate Today: ଧନତେରସ ପାଇଁ ସୁନା ବଜାରରେ ନିଆଁ, ପୁଣି ଭରି ପିଛା ବଢିଲା ଏତିକି ଟଙ୍କା

Gold Rate Today: ଧନତେରାସ୍-ରେ ଗ୍ରାହକଙ୍କୁ ମିଳିଲା ବଡ଼ ଝଟକା। ପୁଣି ବଢିଲା ସୁନା ରେଟ୍। ଗତ କିଛି ଦିନ ହେବ ସୁନା ରେଟ୍ ବୃଦ୍ଧି ପାଉଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖାଦେଇଛି। ଆଜି ଧନତେରାସ୍ ଥିବାରୁ ଆପଣ ଯଦି ସୁନା-ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରିଛନ୍ତି। ତେବେ, ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?...

Narmada Behera Oct 29, 2024, 11:56 AM IST
1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବୃଦ୍ଧି ପାଇଛି।   

ALSO READ: Diwali Special Train List: ଦୀପାବଳି ପାଇଁ ଆଜିଠୁ ଗଡିବ ୨୦୦ ସ୍ୱତନ୍ତ୍ର ଟ୍ରେନ, ଏଠାରେ ଦେଖନ୍ତୁ ପୂରା ତାଲିକା

ALSO READ:  Horoscope 30 October 2024: ୩୦ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ  

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୬୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବୃଦ୍ଧି ପାଇଛି। 

3/5

  ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ  ୮୦,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୫୦ ଟଙ୍କା ବଢିଛି।

4/5

  ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୪୦ ଟଙ୍କା ବୃଦ୍ଧି ପାଇଛି। 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୩,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୪୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୬୦,୩୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୦୦, ୨୪ କ୍ୟାରେଟ୍ ରେ ୬୫୦ ଓ ୧୮ କ୍ୟାରେଟ୍ ରେ ୪୯୦ ଟଙ୍କା ବୃଦ୍ଧି ପାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link