Gold Rate Today: ନୂଆ ସୁନା ଦର ଜାରି, ଆଜି ଭରି ପିଛା ଏତିକି ଟଙ୍କା ବଢିଲା ରେଟ୍

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗଣେଷ ପୂଜା ପୂର୍ବରୁ ବଢିଲା ସୁନା ରେଟ୍। ଗତକାଲି ସୁନାଦର ସ୍ଥିର ରହିଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖାଦେଇଛି। ଗତସପ୍ତାହରେ ଲଗାତର ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଥିଲା। ଆଜିର ରେଟ୍ ବୃଦ୍ଧି ଗତ ସପ୍ତାହର ରେକର୍ଡ଼ ଭାଙ୍ଗିଛି। ଯଦି ଆପଣ ଆଜି ସୁନା-ରୂପା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ରେଟ୍?

Narmada Behera Fri, 06 Sep 2024-10:27 am,
1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୫୧୦  ଓ ୨୪ କ୍ୟାରେଟ୍ ରେ ୫୫୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: CM Kisan Yojana: ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ୍ କିଷାନ ଯୋଜନାର କିସ୍ତି

ALSO READ: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କୁ ମିଳିବ ନୂଆ ଚାକିରି ସହ...

 

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୪୬୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୫୧୦  ଓ ୨୪ କ୍ୟାରେଟ୍ ରେ ୫୫୦ ବଢିଛି। 

 

3/5

ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୫୧୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି। 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୨୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୧୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୫୧୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି।

5/5

ଅନ୍ୟପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୩୧୦ ଟଙ୍କା ରହିଛି।  ତେବେ, ଆମେ ଆପଣଙ୍କୁ ଏଠାରେ ସୂଚନା ଦେବା ପାଇଁ ଚାହିଁବୁଯେ,  ୨୨ କ୍ୟାରେଟ୍ ରେ ୫୧୦ ଓ ୨୪ କ୍ୟାରେଟ୍ ରେ ୫୫୦ ଟଙ୍କା ବୃଦ୍ଧି ପାଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link