Gold Rate Today: ଅସ୍ଥିରତା ମଧ୍ୟରେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଭରି ପିଛା ମୂଲ୍ୟ?

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦରରେ ବୃହତ ହ୍ରାସ ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖାଦେଇଛି। ପୁଣି ଥରେ ବୃଦ୍ଧି ପାଇଛି ସୁନା ରେଟ୍। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

Narmada Behera Fri, 08 Nov 2024-12:52 pm,
1/6

ବୁଲିୟନ ବଜାର ଦର ଅନୁଯାୟୀ ଆଜି ୫୦ ହଜାର ଟଙ୍କା ତଳେ ୧୪ କ୍ୟାରେଟ୍ ସୁନା ଭରି ପିଛା ଦର ରହିଛି। ୧୪ କ୍ୟାରେଟ ଭରି ପିଛା ମୂଲ୍ୟ ୪୯୯୭୦ ଥିବା ବେଳେ ୧୮ କ୍ୟାରେଟର ଦାମ୍ ୬୨୭୬୦ ଟଙ୍କା,  ୨୦ କ୍ୟାରେଟର ଦାମ୍ ୬୮୯୬୦ ଓ ୨୨ କ୍ୟାରେଟର ଦାମ୍ ୭୭୪୮୦ ହଜାର ଟଙ୍କା ରହିଛି।  

ALSO READ: Weekly Special Horoscope: ନୂଆ ସପ୍ତାହରେ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କୁ ମିଳିବ ଖୁସି ଖବର, ବ୍ୟବସାୟୀ ହେବେ ଧନବାନ୍!

ALSO READ: Job And Business Horoscope: ନଭେମ୍ବର ୯ରେ ଚମକିବ ୫ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍ !

 

2/6

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୮୫୦ ଓ ୯୧୦ ଟଙ୍କା ବୃଦ୍ଧି ପାଇଛି। 

3/6

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୭୩,୦୦୦ ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୬୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୫୦ ଓ ୯୧୦ ଟଙ୍କା ବୃଦ୍ଧି ପାଇଛି।

4/6

  ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୫୦ ଓ ୯୧୦ ଟଙ୍କା ବଢିଛି। 

5/6

  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୮୫୦ ଓ ୯୧୦ ଟଙ୍କା ବଢିଛି।

6/6

ସେହିପରି ଓଡି଼ଶାରେ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୮୫୦ ଓ ୯୧୦ ଟଙ୍କା ବୃଦ୍ଧି ପାଇଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link