Zakir Husain: ଜାକିରଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଏହି ଫଟୋ...

Zakir Husain: ରବିବାର ଦିନ ଆମେରିକାରେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରିୟମ୍ବଦା ରଣା Dec 16, 2024, 07:21 AM IST
1/7

Zakir Husain: ରବିବାର ଦିନ ଆମେରିକାରେ ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ତଥା ପଦ୍ମଭୂଷଣ ଜାକିର ହୁସେନ୍‌ଙ୍କ ଦେହାନ୍ତ ହୋଇଛି। 

2/7

ସେ ସାନ ଫ୍ରାନ୍ସିସ୍କୋରେ ଚିକିତ୍ସିତ ହେଉଥିଲେ। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

3/7

ହୁସେନ୍‌ଙ୍କ ବନ୍ଧୁ ତଥା ବଂଶୀ ବାଦକ ରାକେଶ ଚୌରାସିଆ ରବିବାର ଏହାର ସୂଚନା ଦେଇଛନ୍ତି । 

4/7

ହୁସେନ୍‌ଙ୍କ ମ୍ୟାନେଜର ନିର୍ମଳା କହିଛନ୍ତି ଯେ, ଆମେରିକାରେ ରହୁଥିବା ୭୩ ବର୍ଷିୟ ଜାକିର ରକ୍ତଚାପ ଜନିତ ସମସ୍ୟାରେ ପୀଡିତ ଥିଲେ।

5/7

ଜାକିର ହୁସେନ୍‌ଙ୍କ ପରିବାର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ରୋଗର ମୁଖ୍ୟ କାରଣ ହେଉଛି ଫୁସଫୁସରେ ଫାଇବ୍ରୋସିସ୍, ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। 

6/7

ପରିବାରର ସୂଚନା ଅନୁସାରେ ଜାକିରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ସୂଧା ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନଥିଲା।

7/7

 ତାଙ୍କର ଅସୁସ୍ଥତା ପଛର ମୁଖ୍ୟ କାରଣ ହେଉଛି ତାଙ୍କ ରକ୍ତଚାପ, ଯାହା ଏହି ସମୟରେ ବହୁତ ଅସ୍ଥିର ଥିଲା। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link