World Cup Final: ଫାଇନାଲ ମ୍ୟାଚ୍ ଦେଖିବାକୁ ମୁମ୍ବାଇରୁ ଅହମ୍ମଦାବାଦ ବାହାରିଲେ ରଣବୀର-ଦିପୀକା

ରଶ୍ମିତା ସାହୁ Sun, 19 Nov 2023-12:39 pm,

ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଲଢେଇ । ଏହି ଟକ୍କରକୁ ଦେଖିବାକୁ ଆଜି ଅହମ୍ମଦାବାଦରେ ଏକାଠି ହେଉଛନ୍ତି ଦର୍ଶକଙ୍କ ସହ ଭିଭିଆଇପି । ତେବେ ଅଭିନେତା ଅଭିନେତ୍ରୀ ମଧ୍ୟ ଏଥିରେ ପଛରେ ପଡ଼ିନାହାଁନ୍ତି । ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ତଥା ପତ୍ନୀ ଦିପୀକା ପାଦୁକୋନ ମଧ୍ୟ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିସାରିଛନ୍ତି । ରଣବୀର ହ୍ୱାଇଟ୍ ବ୍ଲୁ କମ୍ବି ପିନ୍ଧିଥିବା ବେଳେ ଦୀପିକା ଭାରତୀୟ ଟିମ୍ ଜର୍ସି ରେ ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link