Actress Lipi Video: ମୁଁ ତାଙ୍କ ଭାବିପତ୍ନୀ ନୁହେଁ, ମୁଁ କେବେବି ତାଙ୍କୁ ବିବାହ କରିବାକୁ ଚାହିଁବିନାହିଁ

Rashmita Sahoo Tue, 08 Oct 2024-12:39 pm,

Actress Lipi Video: ବହୁତ ଦିନରୁ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ନିଜେ ଘଟାଇଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଏକ ଆୱାର୍ଡ ଫଙ୍କସନ ରେ ଯେତେବେଳେ ଗଣମାଧ୍ୟମ ତାଙ୍କୁ ପଚାରିଥିଲେ କି, ବୁଦ୍ଧାଦିତ୍ୟଙ୍କ ସହ ତାଙ୍କ ସମ୍ପର୍କ କେମିତି ତେବେ ଚିହିଁକି ଯାଇଥିଲେ ଅଭିନେତ୍ରୀ। ସେ କହିଛନ୍ତି ଯେ, ସେ ଜଣେ ମୋର ଭଲ ବନ୍ଧୁ, ତାଙ୍କ କାମ ଭଲ ସେ ବି ମୋତେ ବହୁତ ପସନ୍ଦ କରନ୍ତି ଭଲ ପାଆନ୍ତି ହେଲେ ମୁଁ ତାଙ୍କର ଭାବିପତ୍ନୀ ନୁହେଁ। ମୁଁ କେବେ ବି ବୁଦ୍ଧାଦିତ୍ୟଙ୍କୁ ବିବାହ କରିବାକୁ ଚାହିଁନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link