Video: ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫଙ୍କୁ ଗୁଳି କରି ହତ୍ୟା, ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଘଟିଲା ଏହି ଘଟଣା

Jagdish Barik Sun, 16 Apr 2023-1:33 am,

Atiq Ahmed and Ashraf encounter video: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରି ହତ୍ୟା କରାଯାଇଛି । ସୂଚନାନୁସାରେ, ଦୁଇରୁ ତିନି ଜଣ ବଦମାସ୍ ଅତିକ ଓ ତାଙ୍କ ଭାଇ ଆଶରଫ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଅତିକକୁ ଗୁଳି ଚଳାଇଥିବା ବ୍ୟକ୍ତିମାନେ ଗଣମାଧ୍ୟମ କର୍ମୀ ଭାବରେ ସେଠାକୁ ଆସିଥିଲେ । ଆକ୍ରମଣକାରୀଙ୍କୁ ତିନି ଜଣକୁ ପୋଲିସ ଗିରଫ କରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link