Crocodile Video: ରାସ୍ତାରେ କୁମ୍ଭୀରକୁ କାନ୍ଧେଇ ବୁଲୁଥିଲା ଏହି ପିଲା, ଭିଡିଓ ଦେଖିବା ପରେ ଆପଣ ମଧ୍ୟ କହିବେ `ଭୟଙ୍କର ବନ୍ଧୁତା`

Jagdish Barik Thu, 04 May 2023-11:06 pm,

Crocodile Viral Video: ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ହ୍ୟାଣ୍ଡେଲ @FunnyVideosID ଦ୍ୱାରା ସେୟାର କରାଯାଇଛି, ଯାହାକୁ ବହୁତ ଦେଖାଯାଉଛି ଓ ସେୟାର କରାଯାଇଛି । ମାତ୍ର କିଛି ସେକେଣ୍ଡର ଏହି ଭିଡିଓ ଚଳିତ ବର୍ଷ ଫେବୃଆରୀ ୧୬ ରେ ସେୟାର କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ଲକ୍ଷାଧିକ ଥର ଦେଖାଯାଇଥିବାବେଳେ ଅନେକ ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link