Naveen Patnaik: ଜନତାଙ୍କୁ ଦେଖି କାନ୍ଦିପକାଇଲେ ନବୀନ, ଭାଇରାଲ ହେଉଛି ଏହି ଭିଡିଓ

Rashmita Sahoo Mon, 09 Sep 2024-1:39 pm,

Naveen Patnaik: ଗତ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ। ଏବେ ବିରୋଧୀ ଦଳ ନେତା ଭାବେ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗରେ ଜବାବ ରଖୁଛନ୍ତି ନବୀନ। ତେବେ ଏଇ କିଛିଦିନ ତଳେ ଗଣେଶ ପୂଜା ଅବସରରେ କିଛି ସ୍ଥାନକୁ ବୁଲି ବୁଲି ପେଣ୍ଡାଲ ଦେଖିଥିଲେ। ତେବେ ଏହି ସମୟରେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ଲୋକ ହୁଳହୁଳି ସହ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତରେ ତାଙ୍କୁ ସ୍ୱାଗତ କରିଥିଲେ। ଆଉ ଏମିତି ସ୍ୱାଗତ ସମ୍ବର୍ଦ୍ଧନା ଦେଖି ନବୀନଙ୍କ ଆଖିରେ ଲୁହ ଆସିଯାଇଥିଲା। ଆଉ ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link