Earth Quake: ଯଦି ପୋଖରୀ ସୁରକ୍ଷିତ ରୁହେ ତେବେ କମିବ ଭୂକମ୍ପ ସମ୍ଭାବନା

ରଶ୍ମିତା ସାହୁ Oct 22, 2023, 13:13 PM IST

୪ ଅକ୍ଟୋବରରେ ଘଟିଥିବା ଭୂକମ୍ପରେ ପୁରା ଉତ୍ତର ଭାରତ ସହ ଦିଲ୍ଲୀ ଏନସିଆର ମଧ୍ୟ ୧୫ ସେକେଣ୍ହ ପାଇଁ ଥରି ଉଠିଥିଲା । ସେହି ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୬.୨ ଥିଲା । ସେବେଠାରୁ ୧୪ ଦିନ ମଧ୍ୟରେ ଦିଲ୍ଲୀର ଆଖପାଖ ଅଂଚଳରେ ତିନି ଥର ଭୂକମ୍ପ ହୋଇସାରିଲାଣି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଏନସିଆରରେ ହୋଇଥିବା ୬୩ ବର୍ଷର ଭୂକମ୍ପକୁ ନେଇ ଆକଳନ କରିଛି । ରିପୋର୍ଟ କହୁଛି ୧୯୬୦ ଜାନୁଆରୀରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ୬୭୫ ଥର ଭୂକମ୍ପ ସୃଷ୍ଟି ହୋଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link