Lion Viral Video: ଯେବେ ପେଟ୍ରୋଲ ପମ୍ପରେ ସିହଂ ସହିତ ହେଲା ମୁହାଁମୁହିଁ, ଦେଖନ୍ତୁ ଭିଡିଓ
Prabhudatta Moharana Tue, 10 Sep 2024-1:30 pm,
ଏବେ ସୋସିଆଲ ମିଡ଼ିଆରେ ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି। ଏଭଳି ଏକ ଭିଡିଓ ଏବେ ଜୋରଦାର ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ସିଂହକୁ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳୁଛି। ଆଉ ତାହା ପରେ ଯାହା ହେଲା... ଦେଖନ୍ତୁ ଭିଡିଓ...