ଭାଲୁ ଠାରୁ ଜୀବନ ବଞ୍ଚାଇବା ପାଇଁ ଗଛକୁ ଚଢିଲେ ବ୍ୟକ୍ତି, ଭାଲୁ ମଧ୍ୟ ଚଢ଼ିଗଲା ଗଛ ଓ ଟାଣିବାକୁ ଲାଗିଲା ଗୋଡ, ଆଉ ତା’ପରେ...

Jagdish Barik Wed, 12 Apr 2023-4:56 pm,

Bear chases man in jungle: ମଣିଷ ଓ ଭାଲୁ ମଧ୍ୟରେ ଏହି ଭୟଙ୍କର ମୁକାବିଲାର ଭିଡିଓ ଇଣ୍ଟରନେଟରେ ଜୋରଦାର ଭାଇରଲ ହେବାରେ ଲାଗିଛି । ଏହି ଭିଡିଓଟି ଓଡଲି ଟେରିଫିଂ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଏହାକୁ ୧ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଛି । ଲୋକମାନେ ଭିଡିଓରେ ଜୋରଦାର କମେଣ୍ଟ କରୁଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link