Asima Pati Video: ଅଭିନୟ ଛାଡି଼ ଏକ`ଣ କରୁଛନ୍ତି ସିରିଏଲ ଅଭିନେତ୍ରୀ ଅସୀମା ପତି, ଦେଖନ୍ତୁ ଭିଡିଓ

Narmada Behera Sat, 14 Sep 2024-1:04 pm,

Asima Pati Video:  ସିରିଏଲ୍ ଅଭିନେତ୍ରୀ ଅସୀମା ପତି।  ଓଡିଆ ମେଗା ଧାରାବାହିକ 'ତାରିଣୀ ଆଖିରେ ତାରା'ର ଚମକ୍କାର ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। କେବଳ ଅଭିନୟ ରେ ନୁହେଁ, ଡାନ୍ସରେ ମଧ୍ୟ ସେ ବଡ଼ ବଡ଼ ଡାନ୍ସରଙ୍କୁ ପଛରେ ପକାଇବେ। ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link