Lipi New Reels: ସୁଟିଂସେଟରେ ଅଭିନେତ୍ରୀ ଲିପିଙ୍କ ସହ କିଏ କରୁଛି ବଦମାସୀ, ଭିଡିଓ କଲେ ସେୟାର

ରଶ୍ମିତା ସାହୁ Sun, 22 Oct 2023-4:52 pm,

ଅଭିନେତ୍ରୀ ଲିପି ମହାପାତ୍ର ସଦସର୍ବଦା ନିଜ ସୋସିଆଲ ମିଡିଆ ପେଜ୍ ରେ ଆକ୍ଟିଭ ରହିଥାନ୍ତି। ପ୍ରତିଦିନ ବ୍ୟବଧାନରେ ସେ ରିଲ୍ସ ସହ ଫଟୋ ଇନଷ୍ଟାଗ୍ରାମ ପେଜରେ ସେୟାର କରିଥାନ୍ତି । ହେଲେ ଏବେ ନବରାତ୍ରୀ ପୂଜା ସହ ଦଶରା ପୂଜା ଚାଲିଥିବା ବେଳେ ସୁଟିଂ ସେଟର ଅନେକ ଭିଡିଓ ସେ ସେୟାର କରିଛନ୍ତି । ତେବେ ସେୟାର କରିଥିବା ଏକ ଭିଡିଓ ରେ ସେ ଦେବୀ ମାଙ୍କୁ ପୂଜା କରୁଥିବା ବେଳେ ତାଙ୍କ ସାଥୀରେ ଜଣେ କିଏ ମଜାରେ ଲାଗୁଥିବା ଦେଖାଦେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link