Prakruti Mishra: ମା`ଜଗତଜନନୀଙ୍କ ପାଇଁ ଏକ ସୁନ୍ଦର ଗୀତ ଗାଇଲେ ପ୍ରକୃତି ମିଶ୍ର, ଆପଣ ଶୁଣିଛନ୍ତି କି?

ରଶ୍ମିତା ସାହୁ Wed, 25 Oct 2023-7:13 pm,

ସାରା ଦେଶ ଆଜି ଜଗତଜନନୀ ମାଙ୍କୁ ମେଲାଣି ଦେଇଛି। ପୁଣି ଆରବର୍ଷକୁ ଅପେକ୍ଷା । ଓଲିଉଡ ଅଭିନେତ୍ରୀ ମାନେ ବି ଚଳିତବର୍ଷର ଦୁର୍ଗାପୂଜାକୁ ଅତି ଧୂମଧାମରେ ପାଳନ କରିଛନ୍ତି। ସେଥିମଧ୍ୟରୁ ପ୍ରକୃତି ମିଶ୍ର ବାଦ୍ ପଡ଼ିନାହାଁନ୍ତି । ନିଜ ଇନଷ୍ଟାପେଜ୍ ରେ ସେ ଏକ ସୁନ୍ଦର ଗୀତ ସେୟାର କରିଛନ୍ତି । ଏଥିରେ ସେ ମା ଦୁର୍ଗାଙ୍କୁ ସୁମରଣା କରିଛନ୍ତି । ଫ୍ୟାନ୍ସ ମାନେ ବି ତାଙ୍କ କଣ୍ଠରୁ ଗୀତ ଶୁଣି ବହୁତ ତାରିଫ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link