Romyanjali Viral Video: କାହା ପ୍ରେମରେ ହୃଦୟ ହାରିଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ? ଦେଖନ୍ତୁ ଭିଡିଓ

Narmada Behera Sat, 26 Oct 2024-1:29 pm,

  Romyanjali Viral Video: ଓଡି଼ଆ ଅଭିନେତ୍ରୀ ରୋମ୍ୟାଞ୍ଜଳୀ ପ୍ରିୟଦର୍ଶିନୀ। ଆଲବମ୍ ଜଗତର ଜଣାଶୁଣା ଅଭିନେତ୍ରୀ। ଦମଦାର୍ ଡାନ୍ସ ଓ ଆକ୍ସନ୍ ରେ ଦର୍ଶକଙ୍କ ମନ କିଣନ୍ତି । ଏକାଧିକ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଛି। ତେବେ, ଏଭଳି ସ୍ଥିତିରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗୁଛି। ପରି ଭଳି ସଜେଇ ହୋଇ  ବେଶ୍ ଖୁସି ମିଜାଜ୍ ରେ ନଜର ଆସିଛନ୍ତି ଅଭିନେତ୍ରୀ। ଦେଖିଲେ ଲାଗୁଛି ଅଭିନେତ୍ରୀଙ୍କୁ ସତେ ଯେମିତି ପ୍ରେମ ହୋଇଯାଇଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link