Sambalpur: ସମ୍ବଲପୁରରେ ମଇଳା ପାଣି ପିଇ ୮୦ ରୁ ୧୦୦ ଛାତ୍ରଛାତ୍ରୀ ହେଲେ ଗୁରୁତର

Jagdish Barik May 16, 2023, 22:11 PM IST

Sambalpur News: ମଇଳା ପାଣି ପିଇ ୮୦ ରୁ ୧୦୦ ଛାତ୍ରଛାତ୍ରୀ ହେଲେ ଗୁରୁତର । ସମ୍ବଲପୁର ଶାସନ ଠାରେ ରହିଥିବା ବେଦିକ ଇଣ୍ଟର ନେଶନାଲ ସ୍କୁଲ ବିରୁଦ୍ଧରେ ଆସିଲା ଏଭଳି ଏକ ଗୁରୁତର ଅଭିଯୋଗ । ଛାତ୍ରଛାତ୍ରୀଙ୍କର ପରିବାର କଲେ ଅଭିଯୋଗ । ଗୋଟିଏ ମାସ ହେବ ସେହି ଗୋଟିଏ ସ୍କୁଲର ଛାତ୍ରଛାତ୍ରମାନେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର କବିର ପୁରୋହିତ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link