Mango Juice Video: ଆମ୍ବ ଜୁସ୍ ପିଉଛନ୍ତି କି? ଏହି ଭିଡିଓ ଦେଖିଲା ପରେ ପିଇବାକୁ ଭାବିବେ ହଜାରେ ଥର

Rashmita Sahoo Sat, 31 Aug 2024-7:39 pm,

ଏକ ଆମ୍ବ ଜୁସ୍ ପ୍ରୋସେସିଂ ପ୍ଲାଣ୍ଟର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇନଷ୍ଟାଗ୍ରାମରେ ୟୁଜର ନେମ୍ ୟୋର ବ୍ରାଉନ୍ ଏଏସ୍ଏମ୍ଆର୍ ଦ୍ୱାରା ସେୟାର କରାଯାଇଥିବା ଭାଇରାଲ କ୍ଲିପ୍ ରେ ଦେଖିବାକୁ ମିଳିଛି ଯେ ଏକ ମେସିନ୍ ରେ ଲାଲ୍ ଓ କମଳା ରଙ୍ଗର ଖାଦ୍ୟ ରଙ୍ଗ, ଚିନି ସିରପ୍ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମିଶାଇ ଆମ୍ବ ରସ ପ୍ରସ୍ତୁତ କରାଯାଉଛି। ପ୍ରକ୍ରିୟାକରଣ ପରେ ଏହି ମିଶ୍ରଣକୁ ପ୍ଲାଷ୍ଟିକ ବୋତଲ ଏବଂ ଟେଟ୍ରା ପ୍ୟାକେଟରେ ପ୍ୟାକ୍ କରାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link