ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଇଂଲଣ୍ଡ କ୍ରିକେଟ୍ ଖେଳାଳି, ଦେଖନ୍ତୁ ଭିଡିଓ

Jagdish Barik Fri, 24 Mar 2023-4:14 pm,

Rishi Sunak Video: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୨୨ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଟାଇଟଲ ବିଜେତା ହୋଇଥିଲା ଓ ବିଜୟୀ ଦଳର ସମସ୍ତ ସଦସ୍ୟ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଋଷି ସୁନାକ ସମସ୍ତ ଖେଳାଳିଙ୍କ ସହ କ୍ରିକେଟ୍ ଖେଳିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link