VIDEO: ଚଳନ୍ତା ବାଇକରେ ପୁସ୍ଅପ୍ ମାରିଲେ ଯୁବକ, ଭିଡିଓ ଦେଖିବା ପରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ

Jagdish Barik Sun, 12 Mar 2023-6:04 pm,

Man doing push-ups on a bike Video: ଅନେକ ପ୍ରକାରର ଷ୍ଟଣ୍ଟ ଅଛି । କିନ୍ତୁ ସେତବେଳେ ଆମେ ପରଫେକ୍ଟ ଷ୍ଟଣ୍ଟ କରୁ, ଯେତେବେଳେ ଆମେ ଏହାକୁ ବାରମ୍ବାର ଅଭ୍ୟାସ କରିବାପରେ ସିଦ୍ଧତା ହାସଲ କରିଥାଉ । ଏକ ସମୟ ଏପରି ଥିଲା ଯେତେବେଳେ ଲୋକମାନେ ଛୋଟ ଛୋଟ ଷ୍ଟଣ୍ଟ କରୁଥିବାର ନଜର ଆସୁଥିଲେ, କିନ୍ତୁ ବର୍ତ୍ତମାନ ଲୋକମାନେ ଏତେ ବୋଲ୍ଡ ହୋଇଯାଇଛନ୍ତି ଯେ ସେମାନେ ଭିନ୍ନ ଓ ବିପଜ୍ଜନକ ଷ୍ଟଣ୍ଟ କରିବାକୁ ପଛାଉ ନାହାଁନ୍ତି । ଆପଣ ଏହି ୯ ସେକେଣ୍ଡର ଭିଡିଓରେ, ଦେଖିପାରିବେ ଯେ ଜଣେ ବ୍ୟକ୍ତି ରାଜପଥରେ ଖୁସିରେ ବାଇକ୍ ଉପରେ ପୁସ୍ଅପ୍ ମାରୁବାର ନଜର ଆସିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link