WPL 2023: ହରମାନପ୍ରୀତ କୌର ସ୍ଲିପ୍‌ରେ ଧରିଲେ ତିନି ଆଙ୍ଗୁଠିରେ କ୍ୟାଚ୍, ଭିଡିଓ ଭାଇରାଲ୍

Jagdish Barik Tue, 21 Mar 2023-7:57 pm,

Harmanpreet Kaur: MIW vs UPW, ୟୁପି ୱାରିୟର୍ସ ବିପକ୍ଷରେ ଖେଳାଯାଉଥିବା ଏକ ମ୍ୟାଚରେ ଚମତ୍କାର କ୍ୟାଚ୍ ଧରି ହରମାନପ୍ରୀତ କୌର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଭିଡିଓରେ ଦେଖନ୍ତୁ ସେ ଏହି କ୍ୟାଚ୍ ସ୍ଲିପ୍ ରେ କିପରି ଧରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link