Golden Temple: `ଏହା ହେଉଛି ପଞ୍ଜାବ, ଭାରତ ନୁହେଁ`, ଝିଅଟି ମୁହଁରେ ତ୍ରିରଙ୍ଗା ଆଙ୍କିଥିବାରୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଯିବାକୁ ଦେଲେନି ଶିଖ୍

Jagdish Barik Mon, 17 Apr 2023-3:56 pm,

Golden Temple Video: ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ  ଝିଅକୁ ସ୍ବର୍ଣ୍ଣ ମନ୍ଦିର ଭିତରକୁ ଯିବା ଅଟକାଯାଇଥିଲା । ସୂଚନାନୁସାରେ, ଝିଅଟିର ମୁହଁରେ ଏକ ତ୍ରିରଙ୍ଗା ଆଙ୍କିଥିବାରୁ ତାଙ୍କୁ ଅଟକା ଯାଇଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link