Odisha news
Odisha News: ପାରାଦୀପ ବନ୍ଦରରେ ବିଦେଶୀ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
Odisha News: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକା ରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ । ତାଙ୍କର ମୃତ୍ୟୁ କିଭଳି ହେଲା ତାହାର ପ୍ରକୃତ କାରଣ ଜଣାପଡି ନାହିଁ। କିନ୍ତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି କୁହାଯାଉଛି। ଏ-ନେଇ ଖବର ପାଇ ପାରାଦୀପ ମେରାଇନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
May 23,2024, 19:27 PM IST
odisha election 2024
Odisha Election 2024: ପାରାଦୀପରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପ୍ରଚାର ଜୋରଦାର
Odisha Election 2024: ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ନେତା । ପାରାଦୀପ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କ ପାଇଁ କଲେ ପ୍ରଚାର । ପଢନ୍ତୁ ପୂରା ଖବର... ...........
May 20,2024, 18:42 PM IST
Odisha Election 2024: ଉଠୁଛି ପଡୁଛି ପାରଦୀପ, ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ବାପି ସର୍ଖେଲ
Odisha Election 2024: ନିର୍ବାଚନ ପାଇଁ ବେଶ୍ ସରଗରମ୍ ରହିିଛି ରାଜ୍ୟ ରାଜନୀତି। ପାରାଦୀପରେ ମଧ୍ୟ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି। ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକ ଙ୍କ ପାଇଁ ନିର୍ବାଚନ ପ୍ରଚାର କୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ।
May 18,2024, 14:20 PM IST
Odisha News: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ, ମାଛ ଧରୁଥିବା ବେଳେ ...
Odisha News: ପାରାଦୀପ ମାଛଧରା ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯାହା ସମସ୍ତଙ୍କୁ ମର୍ମାହତ କରିଦେଇଛି। ସୁଶାନ୍ତ ବାଡୋଇ ନାମକ ଜଣେ ୩୩ ବର୍ଷିୟ ଯୁବକ ଆଜି ସନ୍ଧ୍ୟାରେ ମାଛଧରା ବନ୍ଦର ରେ ଜାଲ ପକାଇ ମାଛ ଧରୁଥିଲେ ।
May 16,2024, 15:58 PM IST
Odisha Election 2024: ଭିନ୍ନ ଢଙ୍ଗରେ ସଚେତନତା, ମାଛ ବିକ୍ରି କରି ଲୋକଙ୍କୁ...
Odisha Election 2024: ଭୋଟର ମାନଙ୍କୁ ସଚେତନ କରାଉଛନ୍ତି ବାପା ଓ ପୁଅ। ଜାତିରେ କୈବର୍ତ୍ତ, ପେଶା ହେଉଛି ମାଛ ବ୍ୟବସାୟ। ନିଶା କିନ୍ତୁ ସମାଜକୁ ସଚେତନ ବାର୍ତ୍ତା ଦେବା। ଭିନ୍ନ ଉପାୟରେ ଭୋଟର ମାନଙ୍କୁ ସଚେତନତା କରୁଛନ୍ତି ବାପା ଓ ପୁଅ। ନିଜର ପାରମ୍ପରିକ, କୌଳିକ ବୃତ୍ତି ସମୟରେ ନାଚି, ଗୀତଗାଇ ଭୋଟର ମାନଙ୍କୁ ସଚେତନତା କରିବାରେ ଏହି ଦୁଇ ବାପା ଆଉ ପୁଅ ଆଜି ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ।
May 13,2024, 12:53 PM IST
Odisha Election 2024: ପାରାଦୀପରେ ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ବିଜେଡି-କଂଗ୍ରେସର ବହୁ
Odisha Election 2024: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଠାରୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ। ଅନ୍ୟପଟେ ପ୍ରତ୍ୟେକ ଦଳ ପକ୍ଷରୁ ଦଳକୁ ମଜଭୁତ କରିବା ସହିତ ଦଳଛାଡି ଅନେକ କର୍ମୀ ବିଭିନ୍ନ ଦଳକୁ ଡିଆଁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପାରାଦୀପ ବିଜେପି ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ନେତୃତ୍ୱରେ ପାରାଦୀପରେ ଶକ୍ତି ବୃଦ୍ଧି କରୁଛି ବିଜେପି ।
May 9,2024, 19:58 PM IST
Odisha News: ହଷ୍ଟେଲରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର
Odisha News: ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା। ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ଲାଲାସାହିସ୍ଥିତ ସାଇ ଆବାକସ ଏକାଡେମୀ ନାମକ କୋଚିଂ ସେଣ୍ଟରର ହଷ୍ଟେଲରେ ଏଭଳି ଘଟଣା ଘଟିଛି । ବିରିଡି ବ୍ଲକ ଗୋପୀନାଥପୁର ଗ୍ରାମର ବିଭୁତି ଭୂଷଣ ସ୍ବାଇଁଙ୍କ ବଡ଼ପୁଅ ବିଶ୍ୱରଞ୍ଜନ ସ୍ବାଇଁ ଗତରାତିରେ ହଷ୍ଟେଲର ନିଜ ରୁମରେ ବେକରେ ବେଡ଼ସିଟ ଲଗାଇ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି।
May 6,2024, 17:41 PM IST
Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ
Odisha News: ପାରାଦୀପ ବନ୍ଦର ପୋତାଶ୍ରୟ ମଧ୍ୟରେ ଫସି ରହିଛି ହରିଣ। ହରିଣଟିକୁ ଉଦ୍ଧାର କରିବା ପାଇଁ ବନ୍ଦର ଟକବୋଟ୍ ନିୟୋଜିତ ହୋଇଛି । କୌଣସି କାରଣରୁ ହରିଣଟି ବନ୍ଦର ଜେଟିରୁ ସମୁଦ୍ର ମଧ୍ୟକୁ ଖସି ପଡିଥିବା ଅନୁମାନ କରାଯାଉଥିବା ବେଳେ ହରିଣଟି କିପରି ପାରାଦୀପ ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
May 6,2024, 16:22 PM IST
Odisha News: ଏହି ଦିନ ଠାରୁ ଆରମ୍ଭ ହେବ ଶାରଳାଙ୍କ ଚନ୍ଦନ ଯାତ୍ରା
Odisha News: ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମାଆ ଶାରଳାଙ୍କ ଚନ୍ଦନ ଯାତ୍ରା। ଝଙ୍କଡ଼ ବାସିନୀ ମାଆ ଶାରଳା ନୌକାରେ ଖେଳିବେ ଚାପ। । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଶାରଳାଙ୍କ ଚନ୍ଦନ ଯାତ୍ରା ଲାଗି ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ପାରମ୍ପରିକ ନୌକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
May 6,2024, 11:52 AM IST
Odisha News: ବାତ୍ୟା କି ଝଡ଼ ନୁହେଁ, ଏହି କାରଣ ପାଇଁ ୪ ଦିନ ସମୁଦ୍ରକୁ ଯିବେନି ମତ୍ସ୍ୟଜୀବୀ
Odisha News: ସମୁଦ୍ରରେ ଉଠିବ ବଡ଼ ଜୁଆର । ଏ-ନେଇ ସଚେତନ କରାଇଲା ମତ୍ସ୍ୟ ବିଭାଗ। ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଉଠିବ ବଡ଼ ବଡ଼ ଜୁଆର । ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ।
May 5,2024, 11:25 AM IST
Odisha News: 'ଶ୍ରମିକମାନଙ୍କ କଥା ବୁଝନ୍ତି ନବୀନ'
Odisha News: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି କହିଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ମହା ସଚିବ ସୁବାସ ସିଂ।
May 5,2024, 9:21 AM IST
Odisha News: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ୍ କୁ ଚାଷୀଙ୍କ ବିରୋଧ
Odisha News: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ୍ କୁ ଚାଷୀଙ୍କ ବିରୋଧ। କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ଏହି ସ୍ଲରୀ ପାଇପଲାଇନ୍। ଜମି ମାଲିକ ମାନେ ଏହାକୁ ବିରୋଧ କଲେ ହାତାହାତି ହେବାକୁ ପଛାଉ ନାହାଁନ୍ତି ଠିକାଦାର।
May 3,2024, 10:59 AM IST
Odisha News: ରିଲ୍ସ କରିବା ସମୟରେ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ !
Odisha News: ପାରାଦୀପ ଅଠରବାଙ୍କୀ କାଉଡିଆ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳର ତ୍ରିଲୋଚନ ଲେଙ୍କା। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
May 1,2024, 18:22 PM IST
Odisha News: ପାରାଦୀପରେ ବିଶ୍ବ ଶ୍ରମିକ ଦିବସ ପାଳିତ
Odisha News: ପାରାଦୀପର ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ବ ଶ୍ରମିକ ଦିବସ ପାଳିତ। ଏହି ଶ୍ରମିକ ଦିବସ ଉପଲକ୍ଷେ ପାରାଦୀପ ର ସର୍ବ ପୂରାତନ ସଂଘ ''ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ'' ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇ ଯାଇଛି।
May 1,2024, 11:11 AM IST
Odisha Election 2024: ମୋନିଦୀପା ସର୍ଖେଲଙ୍କ ଆହ୍ବାନ୍, 'ନବୀନଙ୍କୁ ଷଷ୍ଠ ଥର ଲାଗି କରନ୍ତୁ ମୁଖ୍
Odisha Election 2024: ସମସ୍ତ ମନମାଳିନ୍ଯକୁ ଭୁଲି ଏକ ହୋଇ ଲଢିବାକୁ ଆହ୍ବାନ ଦେଇଛି ପାରାଦ୍ଵୀପ ବିଜେଡି। ପାରାଦ୍ଵୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ସମସ୍ତ କର୍ମୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଶପଥ ନେଇଛନ୍ତି କର୍ମୀ।
Apr 29,2024, 18:00 PM IST
Odisha Election 2024: ଆଗାମୀ ନିର୍ବାଚନ ନେଇ ବାଲିକୁଦାରେ ବିଜେପି ଯୁବ ମୋର୍ଚ୍ଚାର ବୈଠକ
Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବୈଠକ ବାଲିକୁଦା ସ୍ଥିତ ବିଜେପି କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରଚାର ମଧ୍ୟ ଆରମ୍ଭ କରାଯାଇଛି । ପଢନ୍ତୁ ପୂରା ଖବର...
Apr 24,2024, 10:23 AM IST
Odisha News: ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଛାନଭିନ୍ ଜାରି
Odisha News: ପାରାଦୀପ ବନ୍ଦରରେ ଏକ ଜାହାଜର ହାଚ ଭିତରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ତାଙ୍କ ମୃତ୍ୟୁ ଏବେବି ସନ୍ଦେହ ଘେରରେ ରହିଛି।
Apr 23,2024, 11:25 AM IST
Odisha Election 2024: ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବେ ସାରଦା ପ୍ରସନ୍ନ ଜେନା
Odisha Election 2024: ବହୁ ପ୍ରତୀକ୍ଷା ପରେ ଆଜି ଜଗତସିଂହପୁର ଜିଲ୍ଲା ''ବାଲିକୁଦା-ଏରସମା'' ନିର୍ବାଚନ ମଣ୍ଡଳୀରୁ ବିଜେଡି ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଦଳ ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି । ସାରଦା ଜେନା ଦୀର୍ଘ ୩୦ ବର୍ଷ କାଳ ତୃଣମୂଳ ସ୍ଥର ରୁ ରାଜନୀତି ସହିତ ଜଡିତ ରହି ଆସିଛନ୍ତି ।
Apr 22,2024, 17:34 PM IST
Odisha Election 2024: ମାଆ ଶାରଳାଙ୍କ ଦର୍ଶନ କଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି
Odisha Election 2024: ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହା ସହିତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି।
Apr 21,2024, 8:24 AM IST
ତେଲ ଟାଙ୍କି ଗାଡିରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍
Odisha News: ପାରାଦୀପ ବିପିସିଏଲ୍ ତୈଳ ଟର୍ମିନାଲ୍ ନିକଟରେ ୩ଟି ତେଲ ଟାଙ୍କି ଗାଡିରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ। ଦମକଳ ବିଭାଗ ଓ କେମିକାଲ ଫୋମ୍ ଦ୍ବାରା ନିଆଁକୁ ଆୟତ। କୌଣସି କାରଣରୁ ଗୋଟିଏ ତୈଳ ଟାଙ୍କି ଗାଡିରେ ନିଆଁ ଲାଗି ଯିବା ଫଳରେ ନିକଟରେ ଛିଡ଼ା ହୋଇ ରହିଥିବା ଅନ୍ୟ ୨ଟି ଟ୍ୟାଙ୍କଲର ଗାଡିକୁ ନିଆଁ ବ୍ୟାପୀ ଯାଇଥିଲା।
Apr 20,2024, 13:51 PM IST
ବିଜେଡିରେ ଗୋଷ୍ଠୀ କନ୍ଦଳ, ଚିରଞ୍ଜିବ୍ ବିଶ୍ବାଳଙ୍କ ବିବାଦୀୟ ଭିଡିଓ ଭାଇରାଲ...
Odisha Election 2024: ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
Apr 20,2024, 10:36 AM IST
Odisha Election 2024: ବିଜେଡିର ଗଡ଼ ରକ୍ଷା କରିବେ ତ ଗୀତାଞ୍ଜଳି !
Odisha Election 2024: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏ-ନେଇ ସରଗରମ୍ ରହିଛି ରାଜ୍ୟ ରାଜନୀତି। ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପାର୍ଥିନୀ ଗୀତାଞ୍ଜଳି ରାଉତରାୟଙ୍କ ପାରାଦୀପ ଗ୍ରସ୍ତ। କାଲି ଯିଏ ନିର୍ବାଚନ ମୈଦାନରେ ପରସ୍ପର ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିଲେ ଆଜି ସେମାନେ ଏକାଠି ।
Apr 18,2024, 9:46 AM IST
ଟିକେଟ ମିଳିବା ପରେ ସ୍ବାମୀ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଗୀତାଞ୍ଜଳୀ ରାଉତ
Odisha Election 2024: ଓଡ଼ିଆ ନବବର୍ଷ ଅବସରରେ ସ୍ବାମୀ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମ ପଞ୍ଚାୟତ ପରିଦର୍ଶନ କଲେ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ । ବିଜେଡି଼ରୁ ଟିକେଟ୍ ପାଇବା ପରେ ଏହା ଥିଲା ତାଙ୍କର ପ୍ରଥମ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ।
Apr 15,2024, 12:10 PM IST
Odisha News: ବିଧାୟକ ସମ୍ବିତ ରାଉତରାୟ ଓ ପତ୍ନୀଙ୍କ ଲଉଡି ଖେଳ
Odisha News: ପାରାଦୀପ ବିଧାୟକ ସମ୍ବିତ୍ ରାଉତରାୟ ଓ ତାଙ୍କ ପତ୍ନୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟଙ୍କ ଲଉଡି ଖେଳ । ବିଜେଡି ଟିକେଟ୍ ପାଇଁ ପୁରୀ ଯାଇ ପ୍ରଥମେ ଜଗନ୍ନାଥ ଦର୍ଶନ ପରେ ପାରାଦୀପ ବିଧାୟକ ପ୍ରାର୍ଥୀନୀଙ୍କର ଥିଲା ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ ।
Apr 15,2024, 11:05 AM IST
ଫେଲ୍ ମାରିଲା ବିରୋଧୀଙ୍କ ବିରୋଧ, ପୁଅ ବଦଳରେ ଦାମଙ୍କ ବୋହୂ ଲଢ଼ିବେ ନିର୍ବାଚନ...
Odisha Election 2024: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛନ୍ତି। ଗୀତାଞ୍ଜଳି ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ଧର୍ମପତ୍ନୀ ଓ ସ୍ଵର୍ଗତ ଦାମଦୋର ରାଉତଙ୍କ ବୋହୂ।
Apr 12,2024, 9:37 AM IST
Odisha News: ମାଛ ବିକି ମାଲାମାଲ ବେପାରୀ, ଦାମ୍ ଜାଣିଲା ଉଡ଼ିଯିବ ହୋସ୍...
Odisha News: ସମୁଦ୍ରରୁ ଧରା ହୋଇଥିବା ୯ଟି ତେଲିଆ ବୋରେଇ ମାଛର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ପାରାଦୀପ ମାଛଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍ ୯ଟି ତେଲିଆ ବୋରେଇ ମାଛ ଧରିଛି। ଯାହାର ଓଜନ ଗୋଟିଏ ଗୋଟିଏ ମାଛ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ ହେବ।
Apr 10,2024, 10:46 AM IST
Odisha News: ନୂଆ ଦାୟିତ୍ୱ ନେଲେ ଅନୁପମ ସାହା
Odisha News: ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଅନୁପମ ସାହା ।୨୦୧୨ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଫିସର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସହ ମୋ ସ୍କୁଲ ଅଭିଯାନର ସେକ୍ରେଟାରୀ,ଶ୍ରମ କମିଶନର ଓ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।
Apr 7,2024, 10:36 AM IST
ସମସ୍ତ ଆଗରେ କାନ୍ଦି ପକାଇଲେ ବିଧାୟକ ସମ୍ବିତ ରାଉତରାୟ, ଜାଣନ୍ତୁ କାହିଁକି...
Odisha News: କାନ୍ଦି ପକାଇଲେ ବିଧାୟକ ସମ୍ବିତ ରାଉତରାୟ। ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀଙ୍କ ଟିକେଟ୍ କୁ ନେଇ ସମ୍ବିତ ରାଉତରାୟ ଓ ତାଙ୍କ ପରିବାର ମଧ୍ୟରୁ କାହାରି କୁ ଟିକେଟ୍ ନଦେବା ପାଇଁ ବାରମ୍ବାର ବିରୋଧ କରା ଯାଉଥିବା ବେଳେ ଜବାବ ମାଗିଛନ୍ତି ବିଧାୟକ ସମ୍ବିତ ରାଉତରାୟ।
Apr 6,2024, 9:16 AM IST
assembly elections 2024
ସମ୍ବିତ ରାଉତରାଏଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ
Odisha Election 2024: ପାରାଦୀପ ନିର୍ବାଚନ ମଣ୍ଡଳୀ ରାଜନୀତି ଏବେ ଗୋଳିଆ ହେବାରେ ଲାଗିଛି। ଆଜି କୁଜଙ୍ଗ ବିଦ୍ୟୁଲତା ମଣ୍ଡପରେ ବିଧାୟକ ସମ୍ବିତ ରାଉତରାଏଙ୍କ ବିରୋଧରେ ୩୬ ପଞ୍ଚାୟତ ର ନେତା ଓ କର୍ମୀମାନେ ଏକତ୍ରୀତ ହୋଇ ହାଲ୍ଲାବୋଲ କରିଥିବା ବେଳେ ସମ୍ବିତ ରାଉତ କିମ୍ବା ତାଙ୍କ ପରିବାରରୁ କାହାରିକୁ ପାର୍ଥି କରାଗଲେ ଆମେ ଏଠି ସମୂହ ମାଟି ଚଟାଇବୁ ବୋଲି କଡା ଚେତାବନୀ ଦେଇଛନ୍ତି।
Apr 4,2024, 15:25 PM IST
odisha accident
Odisha Accident: ହୋଲି ହେଲା କାଳ, ଗାଧୋଇଲା ବେଳେ ବୁଡିଗଲା ୧୨ ବର୍ଷର ନାବାଳକ
Odisha Accident: ଓଡ଼ିଶାରେ ଗତ କାଲି ଖୁବ୍ ଧୂମଧାମରେ ପାଳନ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଲୋକମାନେ ନାଚି ଗାଇ ହୋଲି ପର୍ବକୁ ପାଳ କରିଥିବା ବେଳେ କିଛି ସ୍ଥାନରେ ଅଘଟଣ ଘଟି ଲୋକଙ୍କ ଜୀବନ ହାନି ହୋଇଛଇ। କାଳ ହୋଇଇ ହୋଲି ଖେଳ। ପାରାଦୀପ ଅଞ୍ଚଳରୁ ଆସିଛି ଦୁଖଃଦ ଖବର।
Mar 27,2024, 7:09 AM IST
ସ୍ୱାମୀ କଂଗ୍ରେସରେ, ସ୍ତ୍ରୀ ବିଜେଡିରେ ହେଲେ ସାମିଲ୍, ଏବେ ସରଗରମ ରାଜନୀତି
Odisha Election 2024: ଆସୁଛି ନିର୍ବାଚନ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ଚାରିଆଡେ ବାଜିଲାଣି ବିଗୁଲ। ସାଧାରଣ ନିର୍ବାଚନ କୁ ଆଖି ଆଗରେ ଦେଖି ପ୍ରତ୍ୟେକ ଦଳର ନେତାମାନେ ଏବେ ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳୁଛି। ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବାପି ସାର୍ଖେଲଙ୍କ ଧର୍ମପତ୍ନୀ ମୋନିଦୀପା ସାର୍ଖେଲ ବିଜେଡି ଦଳରେ ସାମିଲ ହେବାପରେ ଏଠି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି।
Mar 20,2024, 12:08 PM IST
election 2024
Election 2024: ଧାର୍ମିକ ସ୍ଥଳ ପାଇଁ ଟଙ୍କା ମଞ୍ଜୁର କଲେ ସରକାର
Election 2024: ନିର୍ବାଚକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ବିଭିନ୍ନ ପ୍ରକାରର ଯୋଜନା ଓ ଅର୍ଥ ମଞ୍ଜୁର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଜନତାଙ୍କ ବିଶ୍ୱାସଭାଜନ ତଥା ସସମର୍ଥ ପାଇଁ ଜୋରସୋରରେ ଲାଗି ପଡ଼ିଛି ବିଜେଡି। ପ୍ରତ୍ୟୋକ ଜିଲ୍ଲାରେ କିଛି ନା କିଛି ସରକାରୀ ତଥା ବେସରକାରା କାର୍ଯ୍ୟକ୍ରମ ମାଧ୍ୟ ଭୋଟରଙ୍କ ନିକଟତର ହେଉଛନ୍ତି ନେତା।
Mar 15,2024, 9:29 AM IST
Paradip News
ସାଧନା ଫାଉଣ୍ଡେସନ ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତା ନେଇ କାର୍ମଶାଳା..
Paradip News: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସୂଚନା ଭବନ ଠାରେ ନାରୀଶକ୍ତି ଟ୍ରଷ୍ଟ ଜଗତସିଂହପୁର ଓ ସାଧନା ଫାଉଣ୍ଡେସନ ଭୁବନେଶ୍ୱର ପକ୍ଷରୁ ନାରୀ ମାନଙ୍କ ଆର୍ଥିକ ଉନ୍ନତି ଓ ସାମାଜିକ ନିରାପତ୍ତାକୁ ନେଇ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
Mar 13,2024, 13:45 PM IST
Paradeep News
Paradeep: କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଦାବିପତ୍ର ପ୍ରଦାନ, ଆଗକୁ ଆନ୍ଦୋଳନ ଚେତାବନୀ
Paradeep: ଥମୁନି ଏନ୍ଏସି ବିବାଦ । କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଜଙ୍ଗ ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ ।ରାଜ୍ୟ ସରକାର ୩୫ଟି ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏଥିରୁ ବାଦ ପଡ଼ିଥିଲା ।
Feb 29,2024, 11:03 AM IST
Damodar Raut
ଅସୁସ୍ଥତା ସତ୍ତ୍ୱେ ନବୀନ ପ୍ରଚାରରେ ବାହାରିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ
Odisha News: ଅସୁସ୍ଥତା ସତ୍ତ୍ଵେ କୁଜଙ୍ଗରେ ପହଁଞ୍ଚିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡଃ ଦାମୋଦର ରାଉତ । କୁଜଙ୍ଗ ବ୍ଲକ ପଡିଆରେ ଆୟୋଜିତ ''ପୁଣି ନବୀନ'' ସାଧାରଣ ସଭାରେ ଡଃ ରାଉତ ଏକ ହୁଇଲ୍ ଚେୟାର ରେ ଆସି ସଭା ପାଖରେ ପହଞ୍ଚିଲା ପରେ ତାଙ୍କୁ ତାଙ୍କ ସମର୍ଥକମାନେ ଶ୍ରଦ୍ଧାର ସହ ପାଛୋଟି ନେଇଥିଲେ।
Feb 28,2024, 12:32 PM IST
Somalika das
ଏସଡିଜେଏମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କଲେ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା
Somalika Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ। ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।
Feb 27,2024, 12:44 PM IST
jagatsinghpur news
Odisha News: ୨୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ବିଷ ଦେଇ ମାରି ଦେଲେ ମହିଳା !
Odisha News: ଜଗତସିଂହପୁରରେ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଛତ୍ରମଠ ଓ ବାଖରପୁର ଗ୍ରାମରେ କୁକୁର ମଡକ। ବିଷ ଦେଇ ଜଣେ ମହିଳା କୋଡିଏରୁ ଉର୍ଦ୍ଧ କୁକୁର ମାରି ଦେଇଥିବା ଥାନାରେ ଅଭିଯୋଗ।
Feb 27,2024, 10:53 AM IST
Steel plant in paradeep
ପାରାଦୀପରେ ସ୍ଥାପନ ହେବ ଷ୍ଟିଲ ପ୍ଲାଣ୍ଟ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
Odisha News: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଢ଼ିଙ୍କିଆ ଚାରିଦେଶରୁ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଚାଲିଯିବା ପରେ ଜିନ୍ଦଲ ପ୍ରକଳ୍ପକୁ ନେଇ ଲାଗିରହିଥିବା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଓଡିଶାର ପାରାଦୀପ ଠାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନର ସ୍ବପ୍ନ ସାକାର ହେବାକୁ ଯାଉଛି। ଆଜି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Feb 16,2024, 9:37 AM IST
Odisha Politics
ଓଡ଼ିଶାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶାରେ ବିଜେପିର ବିଜୟ
Shivraj Singh Chouhan: ଦିନିକିଆ ଓଡିଶା ଗସ୍ତରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାମ ସିଂ ଚୈାହାନ। ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।
Feb 13,2024, 18:59 PM IST
Jagatsinghpur Parrot News
ଶୁଆ ଜବତ ଘଟଣାରେ ୨ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
Jagatsinghpur Parrot Smuggling Racket: ଶୁଆ ଚୋରାଚାଲଣ ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
Feb 12,2024, 23:27 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.