Advertisement
  • Rajesh Kumar Samantaray

    ରାଜେଶ କୁମାର ସାମନ୍ତରାୟ

    ଜୀ ଓଡ଼ିଶା, ଭୁବନେଶ୍ୱର

    ଜୀ ଓଡ଼ିଶା, ଭୁବନେଶ୍ୱର

Stories by Rajesh Kumar Samantaray

ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ

t-20 match at barabati

ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ମେ ଫେୟାରରେ ସ୍ୱାଗତ, ମିଳିବ ରଜର ପାରମ୍ପାରିକ ଖାଦ୍ୟ

(ଭୁବନେଶ୍ୱର,ରାଜେଶ କୁମାର ସାମନ୍ତରାୟ):- ରବିବାର ଅର୍ଥାତ୍ ୧୨ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ବାରବାଟୀ ମଇଦାନ ତୟାର ଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ଏଥିସହ ଖେଳାଳିଙ୍କ ପାଇଁ ସୁସ୍ୱାଦୁ ଖାଇବାର ବ୍ୟବସ୍ଥା ହୋଇଛି । ଖାସ୍ କରି ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ପିଠା, ଛେନାପୋଡ଼ା ଦିଆଯିବ । ଖେଳାଳିଙ୍କ ରୁଚି ଏବଂ ପସନ୍ଦ ଅନୁସାରେ ଖାଇବା ପ୍ରସ୍ତୁତ କରାଯିବ ବୋଲି ମେ ଫେୟାର ପକ୍ଷରୁ କୁହାଯାଇଛି ।   

Jun 10,2022, 15:22 PM IST

ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ

Bhubaneswar

ପୁଣି ଫେରିଲା ଦଳ, ସଟ୍ଟା ବଜାରର ଫଳ, ବ୍ରଜରାଜ ନଗର ଉପନିର୍ବାଚନ

(ରାଜେଶ ସାମନ୍ତରାୟ, ଭୁବନେଶ୍ୱର )- ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ କାଉଣ୍ଟଡାଉନ ଆରମ୍ଭ ପରଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିଯାଇଛି ।କାରଣ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ଛାଡି ଦେଲେ ଅନ୍ୟ ଦଳମାନେ ପ୍ରତିଯୋଗିତାରେ ସେତେଟା ମନ ବଳାଇ ନ ଥିଲେ । କିନ୍ତୁ ହଠାତ୍ ଚଳିତ ଉପନିର୍ବାଚନରେ ଦୁଇ ପ୍ରମୁଖ ବିରୋଧୀ ଦଳ ପୁଣି  ବ୍ରଜରାଜ ନଗର ଉପନିର୍ବାଚନରେ ନିଜ ସେନାପତିଙ୍କ ସହ ନିର୍ବାଚନ ପ୍ରଚାର ମଇଦାନକୁ ଡେଇଁ ପଡିଥିଲେ । କିନ୍ତୁ ନିର୍ବାଚନ ପ୍ରଚାର ଆରମ୍ଭ ପରଠାରୁ ସଟ୍ଟା ବଜାରର ଫଳ “ରାତି ସାରା ଅନିଦ୍ରା ହେଲେ ମୁଗୁରା ପଛ ମେଲା” ଭଳି ଜଣା ପଡିଲା । ସଟ୍ଟା ବଜାରର ଫଳ ରାଜନୈତିକ ଉଷ୍ଣତାକୁ କମାଇ ଏକତରଫା କରିଦେଲା ।

Jun 2,2022, 21:13 PM IST

ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି

Bhubaneswar

ପୂର୍ବତନ ବିଧାୟକ ନିଖୋଜ,କିଡନାପ୍ ନା ଷଡ଼ଯନ୍ତ୍ର ଏପର୍ଯ୍ୟନ୍ତ ପୋଲିସକୁ ଟେର ମିଳୁନି

(ରିପୋର୍ଟ -ରାଜେଶ ସାମନ୍ତରାୟ,ଭୁବନେଶ୍ୱର )    ଖବର ଆନୁସାରେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ କୁଆଡେ ନିଖୋଜ ହୋଇଗଲେ ଏହାର ପତ୍ତା ମିଳୁନାହିଁ lପରିବାରର ସନ୍ଦେହ ତାଙ୍କୁ କିଡନାପ କରାଯାଇଛି lକିନ୍ତୁ ପ୍ରଶ୍ନ ଉଠୁଛି ପୂର୍ବତନ ବିଧାୟକଙ୍କୁ କିଡନାପ କରାଯାଇଛି ନା ତାଙ୍କ ବିରୁଦ୍ଧରେ କିଛି ଷଡଯନ୍ତ୍ର କରାଯାଇଛି ? ତେବେ ସରୋଜ ପାଢ଼ୀ ଶୁକ୍ରବାର ସକାଳ ଠାରୁ ତାଙ୍କର ସୂର୍ଯ୍ୟନଗର ବାସ ଭବନରୁ ଯାଇ ଆଉ ଘରକୁ ଫେରିନାହାନ୍ତି lଏନେଇ ତାଙ୍କ ପରିବାର ପକ୍ଷରୁ କ୍ୟାପିଟାଲ ଥାନରଥାନାରେ ଏକ ଏତଲା ଦିଆଯାଇଥିବା କଥା ଜଣାପଡିଛି Iହୋଇପାରେ ବଡ ଷଡ଼ଯନ୍ତ୍ର ହେଲେ, ପୋଲିସକୁ ଏଯାଏ କୌଣସି ଟେର ମିଳୁନିl

May 14,2022, 17:58 PM IST

ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ

Bhubaneswar

ମାଳମାଳ ଅଟୋରିକ୍ସା ସିଜ କଲା ଭୁବନେଶ୍ୱର ଟ୍ରାଫିକ ପୋଲିସ, ଦୁଇ ହଜାର ଡ୍ରାଇଭରଙ୍କ ଉପରେ ଫାଇନ

ଭୁବନେଶ୍ବର:- (ରାଜେଶ ସାମନ୍ତରାୟ) :ମଝି ରାସ୍ତାରେ ଅଟୋ ଚାଳକ ହଟହଟା ହେଲେ , ଗାଡ଼ି ଟାଣି ନେଲା ଭୁବନେଶ୍ୱର କମିସନରେଟ ପୋଲିସ,ମାଳମାଳ ଅଟୋ ରିକ୍ସା ଖାଲି ଗଦା ହୋଇଗଲା l କାରଣ କମିସନରେଟ ପୋଲିସ ସମସ୍ତଙ୍କ ମଜା ଏକା ଥରକେ ଚଖାଇଦେଲା lମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭର ଙ୍କ ବିରୋଧରେ ସାରା ରାଜ୍ୟରେ ଚାଲିଛି ଜୋରଦାର ଚଢ଼ାଉ। ବିଗତ ପାଞ୍ଚ ଦିନରେ ପ୍ରାୟ ଦୁଇ ହଜାର ରୁ ଅଧିକ ଡ୍ରାଇଭର୍ ଙ୍କ ଠାରୁ ଆଦାୟ ହୋଇଛି ମୋଟା ଅଙ୍କର ଜରିମାନା। ଏହି ଡ୍ରାଇଭରେ ସାମିଲ ହୋଇଛି କମିଶନରେଟ ପୋଲିସ। ଭୁବନେଶ୍ୱରେ ନୂଆ ଡିସିପି ନିଯୁକ୍ତି ହେବା ପରାଠାରୁ ଜୋରଦାର ଚେକିଂ ଅଭିଯାନ ବଜାରୀ ରହିଛିl ଅନ୍ୟପକ୍ଷରେ ମଦୁଆ ଡ୍ରାଇବର ଓ ଗାଡି ଚାଳକଙ୍କ ରାତିରେ କରୁଥିବା ଉତ୍ପାତ ଗୋଟେ ପ୍ରକାରର ବ୍ରାଣ୍ଡ ହୋଇଯାଇଛି l  

May 10,2022, 1:02 AM IST

Trending news

Read More