କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା
Advertisement
Article Detail0/zeeodisha/odisha1034657

କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

କୁକୁର  ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।

କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

ନୂଆଦିଲ୍ଲୀ: ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତି କୁକୁର କାମୁଡ଼ା (Dog Bite) ରେ ଆକ୍ରାନ୍ତ ହୋଇଥାନ୍ତି । ଏଥିରେ  ଛୋଟ ପିଲାଙ୍କ ସଂଖ୍ୟା ଅଧିକ ମାତ୍ରାରେ ଥାଏ । କୁକୁର କାମୁଡ଼ିଲେ ମଣିଷ ପାଗଳ ମଧ୍ୟ ହୋଇଯାଇପାରେ । ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥାଏ । କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ଥାଏ । ତେବେ କୁକୁର କାମୁଡିବା ମାତ୍ରେ ପ୍ରାଥମିକ ଚିକିତ୍ସା (Dog Bite Treatments) କଲେ ସାଙ୍ଗେ ସାଙ୍ଗେ ମୁତ୍ୟୁରୁ ଏଡାଇ ପାରିହେବ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କ'ଣ କରିବେ ।

ଚିକିତ୍ସା

- କୁକୁର  ହିଂସ୍ର ଦିଶୁଥିଲେ ଆଖପାଖରେ ଯିବା ଆସିବା କରିବେ ନାହିଁ ।

- ବାହାରକୁ ଯିବା ସମୟରେ  କୁକୁରମାନେ ବୁଲୁଥିଲେ ସାଙ୍ଗରେ ବାଡ଼ି ନେଇକରି ଯାଆନ୍ତୁ ।

-  କୁକୁର କାମୁଡ଼ିଲେ ପ୍ରଥମେ ସେହି ସ୍ଥାନକୁ ସାବୁନ ଓ ପାଣିରେ ଧୁଅନ୍ତୁ ।

-  କ୍ଷତ ଉପରେ ପାଣି ଢାଳି ଧୋଇଦିଅନ୍ତୁ ।

- କୌଣସି ଆଣ୍ଟିସେପ୍ଟିକ ଲୋସନ ଲଗାଇ ଡାକ୍ତର ପାଖକୁ ଯାଆନ୍ତୁ ।

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୩୯୬ ସଂକ୍ରମିତଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ବଡ଼ ଝଟକା, ଟିଏମସିରେ ଯୋଗ ଦେବେ ମେଘାଳୟର ପୂର୍ବତନ ସିଏମ ସହ ୧୭ କଂଗ୍ରେସ ବିଧାୟକରୁ ୧୨ ବିଧାୟକ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-କପିଲ ଶର୍ମା ଶୋ'ରେ ଅତିଥି ହୋଇ ଆସିଥିଲେ ସ୍ମୃତି ଇରାନୀ, କିନ୍ତୁ ସେଟକୁ ଯିବାକୁ ଦେଲେ ନାହି ଗାର୍ଡ, ଜାଣନ୍ତୁ କ'ଣ ହେଲା ତା'ପରେ...

ଏହା ବି ପଢ଼ନ୍ତୁ:-କୃଷକମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେବେ ସରକାର