Panchang 11th August 2024: ଅଦ୍ୟ ଅଗଷ୍ଟ ମାସ ୧୧ ତାରିଖ ୨୦୨୪ ମସିହା (ରବିବାର)


COMMERCIAL BREAK
SCROLL TO CONTINUE READING

ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୩ ଗତେ ସପ୍ତମୀ
ନକ୍ଷତ୍ର- ଚିତ୍ରା ପ୍ରାତଃ ଘ ୦୬/୨୩ ଗତେ ସ୍ଵାତୀ
ଚନ୍ଦ୍ର-ତୁଳା
ଯୋଗ- ଶୁଭ
କରଣ - ଗର
ସୌରମାସ- କର୍କଟ ୨୮ ଦିନ


ସୁର୍ୟୋଦୟ- ପ୍ରାତଃ ଘ୦୫/୩୦/୦୫
ସୂର୍ଯ୍ୟାସ୍ତ - ସନ୍ଧ୍ୟା ଘ୦୬/୧୪/୪୪


ଯୋଗିନୀ ବାୟବ୍ୟେ ପ୍ରାତଃ ଘ ୦୫/୩୩ ଗତେ ଐଶାନ୍ୟେ 
ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମେଷ ରାଶିର ଘାତବାର


କାଳବେଳା ଓ ବାରବେଳା - ଦିବା ଘ୧୦/୧୪ଗତେ ଘ୦୧/୨୫ ମଧ୍ୟେ
ମୃତେ ଏକପାଦ ଦୋଷ ପ୍ରାତଃ ଘ ୦୫/୩୩ ଗତେ ଦ୍ଵିପାଦ ପୁଷ୍କର ଦୋଷ


ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୮ ଗତେ ଘ୦୮/୩୧ ମଧ୍ୟେ ଓ ରାତ୍ରି ଘ୦୭/୪୮ ଗତେ ଘ୦୯/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୭ ମଧ୍ୟେ ଓ ରାତ୍ରି ଘ୦୭/୦୦ ଗତେ ଘ୦୭/୪୭ ମଧ୍ୟେ*


ଅଦ୍ୟ ତାଳ ଭକ୍ଷଣ ନିଷେଧ
ସୂଚନା- ଜ୍ୟୋତିର୍ବିଦ ଡ: ବାୟୁନନ୍ଦନ ମିଶ୍ର  


Also Read- Lucky Zodiac Sign: ଅଗଷ୍ଟ ୧୧ରେ ଦ୍ୱିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- Surya Gochar Rashifal: ୨ଟି ସ୍ୱତନ୍ତ୍ର ଯୋଗ ବୃଷ, ସିଂହ ସହ ଏହି ରାଶିର ଜୀବନକୁ କରିବ ରୋମାଞ୍ଚକର