CBSE Data Sheet 2024: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରିଛି । ଏଥର ବୋର୍ଡ ପରୀକ୍ଷା ୧୫ ଫେବୃଆରୀ ୨୦୨୪ ରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ସାଇଟ୍ ଭିଜିଟ୍ କରି ପରିକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ । ଛାତ୍ରଛାତ୍ରୀ ମାନେ ଏଠାରେ ଉଲ୍ଲେଖ କରାଯାଇଥିବା ଷ୍ଟେପଗୁଡିକ ମାଧ୍ୟମରେ ପରିକ୍ଷା ସୂଚୀ  ମଧ୍ୟ ଡାଉନଲୋଡ୍ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଜରୁରୀ ୱେବସାଇଟ୍


cbse.gov.in


cbse.nic.in



ଏପରି କରନ୍ତୁ ଡାଉନଲୋଡ୍


  • ଷ୍ଟେପ୍ -1: ସର୍ବପ୍ରଥମେ CBSE ର ଅଫିସିଆଲ୍ ସାଇଟ୍ cbse.nic.in କୁ ଯାଆନ୍ତୁ ।

  • ଷ୍ଟେପ୍- 2: ଏହା ପରେ, ହୋମପେଜରେ ଥିବା CBSE ଟ୍ୟାବରେ ପହଞ୍ଚିବା ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ ।

  • ଷ୍ଟେପ୍-  3: ଏହାପରେ ଦଶମ / ଦ୍ୱାଦଶ ଶ୍ରେଣୀର ପରିକ୍ଷା ସୂଚୀ ଖୋଲନ୍ତୁ ।

  • ଷ୍ଟେପ୍- 4: ବର୍ତ୍ତମାନ ଏହାକୁ ଡାଉନଲୋଡ୍ କରନ୍ତୁ ।

  • ଷ୍ଟେପ୍- 5: ଶେଷରେ, ପରିକ୍ଷା ସୂଚୀରୁ ଏକ ପ୍ରିଣ୍ଟ୍ ବାହାର କରି ରଖିନିଅନ୍ତୁ ।