Topless Neha Bhasin : ଗାୟିକା ନେହା ଭାସିନ୍ ତାଙ୍କ ସାହାସିକତା ପାଇଁ ବେଶ ଜଣାଶୁଣା। ଏବେ ପୁଣି ନେହାଙ୍କ ଫଟୋକୁ ନେଇ ଚର୍ଚ୍ଚା ଚାଲିଛି। ନେହା ଏହି ଫଟୋସୁଟ୍ରେ ନିଜର ସୁନ୍ଦରତାର ଜଲୱା ଦେଖାଉଛନ୍ତି। ଟପଲେସ୍ ନେହା ସେ ଧରିଥିବା ଫୁଲ ଠାରୁ ବି ଅଧିକ ସୁନ୍ଦର ଦେଖାଯାଉଥିବା ଫ୍ୟାନ୍ସମାନେ କହୁଛନ୍ତି।


COMMERCIAL BREAK
SCROLL TO CONTINUE READING

କଣ୍ଠଶିଳ୍ପୀ ନେହା ଭାସିନ୍ ସବୁବେଳେ କିଛି ନା କିଛି ବିବଦ ପାଇଁ ଚର୍ଚ୍ଚାରେ ରୁହନ୍ତି। ନେହା ନିଜ ସୁରିଲି କଣ୍ଠ ପାଇଁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଯଦିଓ ନେହା କିଛି ସମୟ ହେବ ନିଜ ଗୀତ ପାଇଁ ନୁହେଁ ବରଂ ତାଙ୍କ ଲୁକ୍ସ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି।


Also Read: ସୋସିଆଲ ମିଡିଆରେ ନିଆଁ ଲଗାଇଲା ସାରାଙ୍କ ବୋଲ୍ଡ ଅନ୍ଦାଜର ଭାଇରାଲ ଫଟୋ!


ଜଣେ ଭଲ ସିଙ୍ଗର କେବେ ବି ନିଜ ପ୍ରଶଂସକଙ୍କୁ ନିରାଶ କରନ୍ତି ନାହିଁ। ସେମାନେ କିଛି ନା କିଛି କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାଆନ୍ତି। ସେଭଳି କିଛି ଅନ୍ଦାଜ ନେହା ଭାସିନ ଆପଣାଇଛନ୍ତି। ନେହା ଫ୍ୟାନ୍ସଙ୍କୁ ତାଙ୍କ ବୋଲ୍ଡ ଏବଂ ସିଜ୍ଲିଙ୍ଗ ଲୁକ୍ ଦେଖାଇଛନ୍ତି।



ବର୍ତ୍ତମାନ ନେହା ତାଙ୍କର ଲ୍ୟାଟେଷ୍ଟ ଫଟୋସୁଟ୍ ପାଇଁ ଲାଇମଲାଇଟକୁ ଆସିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ କି ନେହା ଯେବେ ବି କ୍ୟାମେରା ସାମ୍ନାକୁ ଆସନ୍ତି ସେତେବେଳେ କିଛି ନା କିଛି ଏମିତି କରନ୍ତି ଯାହାକୁ ଫ୍ୟାନ୍ସ ଦେଖି ଦିୱାନା ହୋଇଥାଆନ୍ତି। ନିକଟରେ ନେହା ନିଜ ଇନଷ୍ଟାଗ୍ରାମ ପେଜରେ ନିଜ କିଛି ଫଟୋ ସେୟାର କରିଛନ୍ତି।


Also Read: ବିବାଦରେ Brahmastra; ଟ୍ରେଲର ଦେଖି ରାଗିଲେ ଆଲିଆ-ରଣବୀର ଫ୍ୟାନ୍ସ, କହିଲେ...


ଏଥର ଫଟୋସୁଟ୍ ପାଇଁ ନେହା ବୋଲ୍ଡନେସର ସମସ୍ତ ସୀମା ପାର କରିଛନ୍ତି। ଏହି ଫଟୋ ଗୁଡିକରେ ନେହା କ୍ୟାମେରା ସାମନାରେ ଟପଲେସ୍ ହୋଇଛନ୍ତି। ନେହା ଏହି ଫଟୋସୁଟ୍ ପାଇଁ ଉପରେ କିଛି ପିନ୍ଧିନଥିବା ବେଳେ କେବଳ ଏକ ବ୍ଲୁ ଜିନ୍ସ ପିନ୍ଧିଛନ୍ତି। ଆଉ ନିଜ ଛାତିକୁ ଏକ ଫୁଲତୋଡାରେ ଢାଙ୍କି ରଖିଛନ୍ତି।


ନେହାଙ୍କ ଏହି ବୋଲ୍ଡ ଲୁକ ତାଙ୍କ ସୁନ୍ଦରତାରେ ଚାର ଚାନ୍ଦ ଲଗାଇଛି। ନେହା ଲାଇଟ୍ ମେକଅପ୍ ନେଇଛନ୍ତି ଆଉ କେଶକୁ ଖୋଲା ରଖିଛନ୍ତି। ତାଙ୍କର ଏହି ଫଟୋ ଗୁଡିକ ବର୍ତ୍ତମାନ ଇଣ୍ଟରନେଟର ପାରକୁ ବଝାଇ ଦେଇଛି।