Dhanteras 2024: ନିଜ ରାଶି ଅନୁସାରେ ଧନତେରାସ୍-ରେ କିଣନ୍ତୁ ଏହିସବୁ ଜିନିଷ, ବର୍ଷସାରା ହେବନି ଧନର ଅଭାବ!

Dhanteras 2024 Shopping: ଧନତେରାସ୍ ସାଧାରଣତଃ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ପାଳନ କରାଯାଏ। ଚଳିତ ମାସ ୨୯ ତାରିଖରେ ଧନତେରାସ୍ ପଡୁଛି। ଏହି ଦିନ ଧନଦେବୀ ମାଆ ଲକ୍ଷ୍ମୀଙ୍କ ଭଗବାନ୍ ଧନ୍ବନ୍ତରୀ ଓ କୁବେରଙ୍କୁ ପୂଜା କରାଯାଏ। ଏହି ତିନି ଦେବାଦେବୀଙ୍କୁ ପୂଜା କଲେ ଜୀବନରେ କେବେ ଦାରିଦ୍ରତା ଆସିନ ଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ ରହିଛି। ଧନତେରାସ୍ ଦିନ ସାଧାରଣତଃ ଲୋକେ ସୁନା ଜିନିଷ କିଣିଥାଆନ୍ତି। ତେବେ, ପଣ୍ତିତ ବା ଜ୍ୟୋତିର୍ବିଦ୍ ଅରୁଣ ପଣ୍ତିତଙ୍କ ମତରେ କେଉଁ ଜିନିଷ ନିଜ ରାଶି ଅନୁସାରେ ଚଳିତ ଧନତେରାସ୍ ଦିନ କିଣିଲେ ତାହା ଆପଣଙ୍କ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା.....

Narmada Behera Tue, 22 Oct 2024-11:56 am,
1/12

2/12

ବୃଷ: ବୃଷ ରାଶିର ଲୋକମାନେ ଏହିଦିନ ରୂପା -ବାସନ କିଣିବା ଶୁଭ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ଅରୁଣ ପଣ୍ତିତ। 

 

3/12

ମିଥୁନ: ଏହି ରାଶିର ଲୋକେ ପିତ୍ତଳ ବାସନ ବା ପାତ୍ର କିଣିବା ଅତ୍ୟନ୍ତ ଭଲ ବୋଲି କହିଛନ୍ତି ପଣ୍ତିତ ବା ଜ୍ୟୋତିର୍ବିଦ୍ ଅରୁଣ ପଣ୍ତିତ। 

 

4/12

କର୍କଟ: ଏହି ରାଶିର ଲୋକେ ଧନତେରାସ୍ ରେ କୌଣସି ଧଳା ଜିନିଷ ବା ରୂପାମୁଦ୍ରା କିଣିବା ଭଲ। 

 

5/12

ସିଂହ : ଏହି ରାଶିର ଲୋକମାନେ ଗାଡି କିମ୍ବା ଅଳଙ୍କାର କ୍ରୟ କରିପାରିବେ।

6/12

କନ୍ୟା : ସୁନା ଅଳଙ୍କାର ବା ଜମି କ୍ରୟ କରିବା ଶୁଭ ହେବ।

7/12

ତୁଳା: ଧନତେରାସ୍ ଦିନ ଝାଡୁ କିଣିବା ଅତିବ ଶୁଭ ହେବ। 

8/12

ବିଛା: ଧନତେରାସ୍ ଦିନ ଧନିଆ କିଣିକି ଘରକୁ ଆଣିବା ଉଚିତ୍। ଫଳରେ ଆପଣ ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇପାରିବେ।

9/12

ଧନୁ: ଧନତେରାସ୍ ଦିନ ଗଣେଶଙ୍କ ମୂର୍ତ୍ତୀ କ୍ରୟ କରି ଘରକୁ ଆଣିଲେ ମଙ୍ଗଳ ହେବ।। 

 

10/12

ମକର : ହଳଦିଆ ପୋଷାକ ବା ହଳଦିଆ ଜିନିଷ କ୍ରୟ କରି ଘରକୁ ଆଣିବା ଉଚିତ୍। 

11/12

କୁମ୍ଭ: ଗଣେଶଙ୍କ ମୂର୍ତ୍ତୀ ସହିତ ରୂପାମୁଦ୍ରା କିଣିକି ଘରକୁ ଆଣିଲେ ମଙ୍ଗଳ ହେବ। 

12/12

ମୀନ: ଏହି ରାଶିର ଲୋକମାନେ ସୁନା କିମ୍ବା ପିତ୍ତଳ ସାମଗ୍ରୀ କିଣି ଘରକୁ ଆସିଲେ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link