ଭୁବନେଶ୍ଵର: ଆଜି ପ୍ରକାଶ ପାଇଛି ଓଏସଏସଟିଇଟି ପରୀକ୍ଷା ଫଳ। www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଥିବା ବେଳେ ପରୀକ୍ଷାର୍ଥୀମାନେ ଏହି ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ପରୀକ୍ଷାର୍ଥୀ ମାନେ (ଓଏସଏସଟିଇଟି) OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ। ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ୍ ଓ ପାସ୍‌ୱାର୍ଡ ଦିଅନ୍ତୁ। ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ। ଏହାପରେ OSSTET Result 2024 ଉପରେ କ୍ଲିକ୍ କରି ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖି ପାରିବେ।