କେଉଁଠି ମଟନ୍ ବିରିୟାନୀ ତ କେଉଁଠି ଚିକେନ୍, ଭାରତର ଏସବୁ ମନ୍ଦିରରେ ମିଳିଥାଏ ଆମିଷ ଭୋଗ

Non Vegetarian Prasad: ଆସନ୍ତୁ ଜାଣିବା ସେହି ମନ୍ଦିରଗୁଡ଼ିକର ନାମ ଓ ଜାଣିବା କାହିଁକି ପ୍ରସାଦରେ ଆମିଷ ଲଗାଯାଇଥାଏ...

ଜୀ ଓଡ଼ିଶା ଡେସ୍କ Mon, 18 Jul 2022-4:42 pm,
1/9

ନୂଆଦିଲ୍ଲୀ: Non Vegetarian Prasad: ଭାରତରେ ଏପରି ଅନେକ ମନ୍ଦିର ଓ ଧାର୍ମିକ ସ୍ଥାନ ଅଛି ଯେଉଁଠାରେ ଆମିଷ ପ୍ରସାଦ ଭାବରେ ମିଳିଥାଏ । ଏହି ମନ୍ଦିରଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ  । ଆସନ୍ତୁ ଜାଣିବା ସେହି ମନ୍ଦିରଗୁଡ଼ିକର ନାମ ଓ ଜାଣିବା କାହିଁକି ପ୍ରସାଦରେ ଆମିଷ ଲଗାଯାଇଥାଏ...

2/9

୧. ମୁନିଆନ୍ଦି ସ୍ୱାମୀ ମନ୍ଦିର (Muniyandi Swamy Temple)

ତାମିଲନାଡୁର ମୁନିଆନ୍ଦି ସ୍ୱାମୀ ମନ୍ଦିର (Muniyandi Swamy Temple) ରେ ଚିକେନ୍ ଓ ମଟନ୍ ବିରିୟାନୀ ପ୍ରସାଦ ଭାବରେ ପରିବେଷଣ କରାଯାଏ ।

3/9

୨. ବିମଳା ଦେବୀ (Vimala Temple)

ଓଡ଼ିଶାର ପୁରୀ ସ୍ଥିତ ବିମଳା ଦେବୀ ମନ୍ଦିର (Vimala Temple) ରେ ମଟନ୍ ଓ ମାଛରେ ତିଆରି ପ୍ରସାଦ ମିଳିଥାଏ ।

4/9

୩. ତରକୁଲହା ଦେବୀ ମନ୍ଦିର (Tarkulha Devi Mata Temple)

ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ତରକୁଲହା ଦେବୀ ମନ୍ଦିର (Tarkulha Devi Mata Temple) ରେ ପ୍ରସାଦ ରୂପେ ଛେଳି ମାଂସ ଅର୍ପଣ କରାଯାଏ ।

5/9

୪. ପାରସନିକ କଡ଼ାଭୁ ମନ୍ଦିର (Parshini Kadavu Temple)

କେରଳର ପାରସନିକ କଡ଼ାଭୁ ମନ୍ଦିର (Parshini Kadavu Temple) ରେ ମାଛ ଓ ତାଡ଼ି ପ୍ରସାଦ ଲଗାଯାଇଥାଏ ।

6/9

୫. କାଲିଘାଟ ମନ୍ଦିର (Kalighat Temple)

ପଶ୍ଚିମବଙ୍ଗର ପ୍ରସିଦ୍ଧ କାଲିଘାଟ ମନ୍ଦିର (Kalighat Temple) ରେ ଛେଳି ମାଂସ ଅର୍ପଣ କରାଯାଇଥାଏ ।

7/9

୬. କାମାକ୍ଷୀ ଦେବୀ ମନ୍ଦିର (Kamakhya Devi Temple)

8/9

୭. ତାରାପୀଠ ମନ୍ଦିର (Tarapith Temple)

ପଶ୍ଚିମ ବଙ୍ଗର ତାରାପୀଠ ମନ୍ଦିର (Tarapith Temple) ରେ ପ୍ରସାଦ ଭାବରେ ମାଛ ଓ ମାଂସ ମିଳିଥାଏ ।

9/9

୮. ଦକ୍ଷିଣେଶ୍ୱର କାଳୀ ମନ୍ଦିର (Dakshineswar Kali Temple)

ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର କାଳୀ ମନ୍ଦିର (Dakshineswar Kali Temple) ରେ ମାଛକୁ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ ଓ ବଣ୍ଟନ କରାଯାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link