ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ଲୋକଙ୍କୁ ଭୁଲରେ ବି କରିବା ଉଚିତ୍ ନୁହେଁ ପ୍ରଣାମ

ଗୁରୁଜନମାନଙ୍କୁ ସମ୍ମାନ କରିବା ଓ ସେମାନଙ୍କୁ ଇଜ୍ଜଜ ଦେବା ଉଚିତ୍ । କିନ୍ତୁ ସର୍ବଦା ପ୍ରଣାମ କରିବା ଠିକ୍ ନୁହେଁ । କାରଣ ବାସ୍ତୁ ଅନୁଯାୟୀ, ଏପରି କିଛି ସ୍ଥାନରେ କିମ୍ବା ସମୟରେ ପ୍ରଣାମ କରିବା ଆମର ଦୁର୍ଭାଗ୍ୟକୁ ଆମନ୍ତ୍ରଣ ଦେଇଥାଏ । ତେବେ ଆସନ୍ତୁ କହିବା କେଉଁ ସ୍ଥାନରେ ଆପଣ ପ୍ରଣାମ କରିବା ଉଚିତ୍ ନୁହେଁ...

ଜୀ ଓଡ଼ିଶା ଡେସ୍କ Fri, 27 May 2022-7:18 pm,
1/6

ଆମର ଭାରତୀୟ ସଂସ୍କୃତିରେ ପିଲାମାନଙ୍କୁ ସର୍ବଦା ଶିକ୍ଷା ଦିଆଯାଏ ଯେ ସେମାନେ ସର୍ବଦା ଗୁରୁଜନମାନଙ୍କୁ ପ୍ରଣାମ କରିବା ଉଚିତ୍ । ଗୁରୁଜନମାନଙ୍କୁ ସମ୍ମାନ କରିବା ଓ ସେମାନଙ୍କୁ ଇଜ୍ଜଜ ଦେବା ଉଚିତ୍ । କିନ୍ତୁ ସର୍ବଦା ପ୍ରଣାମ କରିବା ଠିକ୍ ନୁହେଁ । କାରଣ ବାସ୍ତୁ ଅନୁଯାୟୀ, ଏପରି କିଛି ସ୍ଥାନରେ କିମ୍ବା ସମୟରେ ପ୍ରଣାମ କରିବା ଆମର ଦୁର୍ଭାଗ୍ୟକୁ ଆମନ୍ତ୍ରଣ ଦେଇଥାଏ । ତେବେ ଆସନ୍ତୁ କହିବା କେଉଁ ସ୍ଥାନରେ ଆପଣ ପ୍ରଣାମ କରିବା ଉଚିତ୍ ନୁହେଁ...

2/6

୧. ଏପରି ଲୋକ ଯିଏ ଅନ୍ୟମାନଙ୍କ ସହ ଖରାପ ବ୍ୟବହାର କରନ୍ତି, ଅନ୍ୟ କୌଣସି ରୂପରେ ଅନ୍ୟର କ୍ଷତି କରନ୍ତି, କଷ୍ଟ ପ୍ରଦାନ କରନ୍ତି । ଏପରି ଲୋକଙ୍କୁ ପ୍ରଣାମ କରି ସମ୍ମାନ ଦେବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

3/6

୨. ଯିଏ କାହାର ଅନ୍ତିମ ସଂସ୍କାରରୁ ଆସୁଛନ୍ତି କିମ୍ବା ଅନ୍ତିମ ସଂସ୍କାରରୁ ଯାଉଛନ୍ତି, ତାଙ୍କୁ ଅପବିତ୍ର ବୋଲି ଧରାଯାଏ । ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ଅନୁଯାୟୀ, ଜଣେ ଅପବିତ୍ର ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ ।

4/6

୩. ବ୍ୟକ୍ତି ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ, ଏହା ଆମର ଶିଷ୍ଟାଚାରର ବିରୁଦ୍ଧରେ । ଏପରି କରିବା ଦ୍ୱାରା ସ୍ନାନ କରୁଥିବା ବ୍ୟକ୍ତି ଅସହଜ ହୋଇପାରନ୍ତି ।

5/6

୪. କୌଣସି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ କଦାପି ପ୍ରଣାମ କରିବା ଉଚିତ୍ ନୁହେଁ । ପ୍ରଥମ ତ ଏପରି ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଦ୍ୱିତୀୟତଃ ତାଙ୍କ କାର୍ଯ୍ୟ ରୋକି ଯାଇଥାଏ । ଏହି କାରଣରୁ ତାଙ୍କର କାର୍ଯ୍ୟ ସଫଳ ହୁଏ ନାହିଁ ।

ଏହା ବି ପଢ଼ନ୍ତୁ:-SBI, HDFC ଏବଂ ICICI ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଜରୁରୀ ଖବର, ଅର୍ଥମନ୍ତ୍ରୀ କଲେ ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଏହି ନେତା ହୋଇପାରନ୍ତି ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ! ଉଭୟ ବିଜେପି-କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ପୂର୍ବତନ ଆଇନ ମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇ ୧ରେ ପୁଣି ବଢ଼ିବ ଏତେ ଦରମା!

6/6

୫. ମୂର୍ଖ, ଅସଦାଚରଣ କିମ୍ବା ମାନସିକ ରୂପରେ କପଟ ଲୋକଙ୍କୁ ପ୍ରଣାମ କରିବା କେବଳ ଆପଣଙ୍କ ସମ୍ମାନକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ଏପରି କରିବାରୁ ଆପଣଙ୍କ ଭାଗ୍ୟକୁ ମଧ୍ୟ ପ୍ରଭାବିତ ହୋଇଥାଏ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link