ରାଜଧାନୀରେ ଧୂମଧାମରେ ପାଳନ ହେଉଛି ଦୁର୍ଗା ପୂଜା, ଫଟୋରେ ଦେଖନ୍ତୁ କିଛି ମନୋରମ ଦୃଶ୍ୟ

Durga Puja 2022: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅତି ଧୂମଧାମ ସହ ଦୁର୍ଗା ପୂଜା ପାଳନ କରାଯାଉଛି । ମଣ୍ଡପଗୁଡ଼ିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଆସନ୍ତୁ ଭୁବନେଶ୍ୱରର ଏପରି କିଛି ସ୍ଥାନର ମନୋରମ ଦୃଶ୍ୟ ଦେଖିବା....

ଜୀ ଓଡ଼ିଶା ଡେସ୍କ Mon, 03 Oct 2022-10:40 am,
1/6

ଭୁବନେଶ୍ୱର: Durga Puja 2022: ସାରା ଦେଶରେ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଉଛି । ବିଶେଷ କରି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଦୁର୍ଗା ପୂଜା ବଡ଼ ଜୋରସୋରରେ ପାଳନ କରାଯାଇଥାଏ । ଷଷ୍ଠ ଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ଧରି ଦୁର୍ଗା ପୂଜା ଚାଲିଥାଏ । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅତି ଧୂମଧାମ ସହ ଦୁର୍ଗା ପୂଜା ପାଳନ କରାଯାଉଛି । ମଣ୍ଡପଗୁଡ଼ିକ ଅତି ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଆସନ୍ତୁ ଭୁବନେଶ୍ୱରର ଏପରି କିଛି ସ୍ଥାନର ମନୋରମ ଦୃଶ୍ୟ ଦେଖିବା....

2/6

ଝାରପଡ଼ା

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ଝାରପଡ଼ା ଦୁର୍ଗା ପୂଜା ପେଣ୍ଡାଲର...

3/6

ରସୁଲଗଡ଼

ଏହି ଫଟୋରେ ଦେଖୁଥିବା ମନୋରମ ଦୃଶ୍ୟଟି ହେଉଛି ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପର...

4/6

ବରମୁଣ୍ଡା

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ବରମୁଣ୍ଡା ଦୁର୍ଗା ପୂଜା ପେଣ୍ଡାଲର...

5/6

ସହିଦନଗର

6/6

ଭୋମିଖଲ

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ଭୋମିଖଲ ଦୁର୍ଗା ପୂଜା ପେଣ୍ଡାଲର...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link