October Graha Gochar: ମା ଲକ୍ଷ୍ମୀଙ୍କ କୃପାରୁ ମାଲାମାଲ ହେବେ ଏହି ରାଶି

ଅକ୍ଟୋବର ମାସରେ ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ମଙ୍ଗଳ ଗ୍ରହର ଚାରୋଟି ବଡ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସର୍ବପ୍ରଥମେ ବୁଧ ଅକ୍ଟୋବର ୧୦ରେ ସକାଳ ୧୧ଟା ୨୫ ମିନିଟରେ ତୁଳା ରାଶିକୁ ଚଳନ କରିବେ। ଏହାର ୩ ଦିନ ପରେ ଅର୍ଥାତ ଅକ୍ଟୋବର ୧୩ରେ ସକାଳ ୬ଟା ୮ ମିନିଟରେ ଶୁକ୍ର ବିଛା ରାଶିକୁ ଚଳନ କରିବେ। ସେହିପରି ୩ଦିନ ପରେ ଗ୍ରହମାନ

Prabhudatta Moharana Mon, 30 Sep 2024-9:56 am,
1/4

ମେଷ ରାଶି ଅକ୍ଟୋବର ମାସରେ ୪ଟି ବଡ଼ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଚଳନ ଫଳରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ମା ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ପଡିବାକୁ ଯାଉଛି। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବଡ଼ କମ୍ପାନୀରୁ ଚାକିରି ଅଫର ମିଳିପାରେ। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ କମାଇବେ। ବ୍ୟବସାୟୀ ବୃଦ୍ଧି ହେବ। ମାନ ସମ୍ମାନରେ ବୃଦ୍ଧି ହେବ। 

2/4

ମିଥୁନ ରାଶି ଅକ୍ଟୋବର ମାସରେ ଆପଣଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। ଏହି ଗ୍ରହ ଗୋଚର ପାଇଁ ଆପଣଙ୍କର ଆୟରେ ବୃଦ୍ଧି ହେବ। ଧନ ଲାଭ ହେବ। ପ୍ରେମ ସମ୍ପର୍କରେ ସୁଧାର ଆସିବ। ପାର୍ଟନରଙ୍କ ସହିତ ଭଲ ସମୟ ଅତିବାହିତ କରିବେ। 

3/4

ସିଂହ ରାଶି ଅକ୍ଟୋବରରେ ଗ୍ରହ ଚଳନ ହେତୁ ସିଂହ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ମାସଟି ଫଳଦାୟୀ ରହିବ। ଏହି ସମୟରେ ମଧ୍ୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ନିଜର ଦବଦବା ବୃଦ୍ଧି ପାଇବ। ନୂତନ ଜାଗାରୁ ଚାକିରିର ଅଫର ମିଳିପାରେ। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ରୋଜଗାର କରିବେ। 

 

4/4

କନ୍ୟା ରାଶି ଗ୍ରହ ଗୋଚର ପ୍ରଭାବରେ କନ୍ୟା ରାଶିରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ। ଜୀବନଶୈଳୀରେ ସୁଧାର ଆସିବ। ବ୍ୟବସାୟୀମାନଙ୍କର ଆୟ ବୃଦ୍ଧି ପାଇବ। ଆମଦାନୀ ବୃଦ୍ଧି ସହିତ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଋଣମୁକ୍ତ ହେବେ। ବ୍ୟବସାୟରେ ନିବେଶ ମିଳିବ। ଫଳରେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବେ। 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link