ଏପରି କେଉଁ ଜିନିଷ ଅଛି ଯାହା ଶୁଖିଲା ପରେ ୧ କିଲୋ, ଓଦା ହେଲେ ୨ କିଲୋ ଏବଂ ଯଦି ଜଳା ଯାଏ ତେବେ ଏହା ୩ କିଲୋ ହୁଏ?
IAS Interview Questions: UPSC ପରୀକ୍ଷାରେ ଏପରି କିଛି ପ୍ରଶ୍ନ ଅଭ୍ୟାର୍ଥୀଙ୍କୁ ମଧ୍ୟ ପଚରାଯାଏ ଯାହାର ଉତ୍ତର ବହୁତ ସରଳ । କିନ୍ତୁ ଆପଣଙ୍କୁ ସେଗୁଡ଼ିକର ଉତ୍ତର ଅତି ସତର୍କତାର ସହିତ ଦେବାକୁ ପଡ଼ିଥାଏ ।
ନୂଆଦିଲ୍ଲୀ: IAS Interview Questions: ଲକ୍ଷ ଲକ୍ଷ ଯୁବକଙ୍କର ସ୍ୱପ୍ନ ହେଉଛି UPSC ପରୀକ୍ଷା (UPSC Exam) ରେ ଉତ୍ତୀର୍ଣ୍ଣ ହୋଇ ଅଧିକାରୀ (Officer) ହେବା । ଅନେକ ଯୁବକ UPSC ଦ୍ୱାରା ପରିଚାଳିତ ପ୍ରି ଓ ମେନ୍ସ ଲିଖିତ ପରୀକ୍ଷା (Pre-Manis Written Exam) କୁ ପାସ୍ କରିନିଅନ୍ତି । କିନ୍ତୁ ଅନେକ ଥର UPSC ସାକ୍ଷାତକାର (UPSC Interview) ରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସେମାନଙ୍କ ପଥରେ ବାଧା ସୃଷ୍ଟି କରେ ।
ବେଳେବେଳେ ଏହି ପ୍ରଶ୍ନଗୁଡିକ ଏତେ ସହଜ, କିନ୍ତୁ ସେମାନଙ୍କୁ ପଚରାଯିବାର ଶୈଳୀ ଯୋଗୁଁ ଅଭ୍ୟାର୍ଥୀ ଦ୍ୱନ୍ଦ୍ୱରେ ପଡ଼ନ୍ତି ଓ ସେ ଜଣେ ଅଧିକାରୀ ହେବାକୁ ଦୌଡ଼ରୁ ବାହାର ହୋଇଯାଆନ୍ତି । ଆଜି ଏପରି କିଛି ଅଦ୍ଭୁତ ଓ ଚତୁର ପ୍ରଶ୍ନ (Tricky Question) ଜାଣନ୍ତୁ ଯାହା UPSC ସାକ୍ଷାତକାରରେ ପଚରାଯାଇପାରେ ।
୧. ପ୍ରଶ୍ନ: କେଉଁ ପ୍ରାଣୀଙ୍କର କାନ କିମ୍ବା ଆଖି ନାହିଁ?
ଉତ୍ତର: ଜିଆ
୨. ପ୍ରଶ୍ନ: କେଉଁ ପ୍ରାଣୀର ତିନୋଟି ଆଖି ଅଛି?
ଉତ୍ତର: ତୁଆଟେରା (Tuatara)
୩. ପ୍ରଶ୍ନ: ଦୁନିଆର କେଉଁ ଦେଶରେ ଚାଷ ଜମି ନାହିଁ?
ଉତ୍ତର: ସିଙ୍ଗାପୁରରେ କୌଣସି ଚାଷଜମି ନାହିଁ ।
୪. ପ୍ରଶ୍ନ: ଏପରି ଜିନିଷ କ’ଣ ଯାହା ଶୁଖିଲା ପରେ ୧ କିଲୋଗ୍ରାମ, ଓଦା ହେଲେ ୨ କିଲୋଗ୍ରାମ ଏବଂ ଜଳିଗଲେ ୩ କିଲୋଗ୍ରାମ ହୋଇଯାଏ ।
ଉତ୍ତର: ଗନ୍ଧକ
୫. ପ୍ରଶ୍ନ: ୧ ବର୍ଷରେ କେତେ ଘଣ୍ଟା ହୋଇଥାଏ?
ଉତ୍ତର: ୮,୭୬୦
୬. ପ୍ରଶ୍ନ: ଗୋଟିଏ ହାତୀ ନିଜ ଶୁଣ୍ଢରେ କେତେ ପାଣି ରଖିପାରେ?
ଉତ୍ତର: ୫ ଲିଟର
୭. ପ୍ରଶ୍ନ: ୧ ମାସରେ କେତେ ଘଣ୍ଟା ହୋଇଥାଏ?
ଉତ୍ତର: ୭୩୦.୦୧
୮. ପ୍ରଶ୍ନ: ଏପରି କେଉଁ ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସେ ଓ ୨୪ ଘଣ୍ଟା ଶେଷ ହେବା ପରେ ଚାଲିଯାଏ ।
ଉତ୍ତର: ତାରିଖ
ଏହା ବି ପଢ଼ନ୍ତୁ:-ୟୁକ୍ରେନ ପ୍ରସଙ୍ଗରେ ଏକାଠି ହେଲେ ଦୁଇ ଭାଇ, ଭିଡିଓ ସେୟାର କରି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ବରୁଣ
ଏହା ବି ପଢ଼ନ୍ତୁ:-SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା
ଏହା ବି ପଢ଼ନ୍ତୁ:-ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା
ଏହା ବି ପଢ଼ନ୍ତୁ:-ବାଇଡେନଙ୍କ ବଡ଼ ବୟାନ; ଋଷକୁ ଅଟକାଇବା ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହିଁ ଏକମାତ୍ର ବିକଳ୍ପ
୯. ପ୍ରଶ୍ନ: କେଉଁ ପ୍ରାଣୀର ହାଡ଼ର ସବୁଠାରୀ ଅଧିକ ମଜଭୁତ ହୋଇଥାଏ?
ଉତ୍ତର: ବାଘ
୧୦. ପ୍ରଶ୍ନ: ଏପରି କ'ଣ ରହିଛି ଯାହା ପାଣିରେ ମଧ୍ୟ ଜଳୁଥାଏ?
ଉତ୍ତର: ସୋଡିୟମ୍ ଓ ପୋଟାସିୟମ୍