Odisha Election 2024: ନୀଳଗିରି ବିଧାନସଭା ଆସନ ଲାଗି ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତକାଲି ସେ ଦଳରେ ଯୋଗ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କଠାରୁ ହାରିଥିଲେ। ୨୦୨୪ ନିର୍ବାରଚନରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ବିଜେପି ବିଧାୟକ ସୁକାନ୍ତଙ୍କୁ ଦଳରେ ମିଶାଇ ତାଙ୍କୁ ପ୍ରାର୍ଥୀ କରିଥିଲା।


COMMERCIAL BREAK
SCROLL TO CONTINUE READING

ଗତକାଲି ଏହି ଘୋଷଣା ହେବା ପରା ସୁକାନ୍ତ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଆଜି ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରି ପାଇଁ ସେ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ କରାଯାଇଛି।