Cuttack Druga Puja 2024: ଦେଖନ୍ତୁ କଟକ ଦୁର୍ଗା ପୂଜାର କିଛି ଝଲକ୍, ବାସ୍ ଗୋଟିଏ କ୍ଲିକ୍ ରେ....

Cuttack Druga Puja 2024: ଧରାପୃଷ୍ଟରେ ଅବତରଣ କରିଛନ୍ତି ମାଆ। ମାଆଙ୍କ ଆଗମନଙ୍କୁ ନେଇ ଉତ୍ସାହିତ କଟକିଆ। ଆଜି ମଣ୍ତପରେ ମାଆଙ୍କ ମହାନବମୀ ପୂଜା ଚାଲିଛି। କଟକରେ ୧୪ ତାରିଖରେ ମାଆଙ୍କ ଭସାଣୀ ଉତ୍ସାବ ଅନୁଷ୍ଠିତ ହେବ।

Narmada Behera Sat, 12 Oct 2024-8:50 am,
1/6

2/6

ଦେବୀଗଡା ଭସାଣୀ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। କଟକ ମହାନଗର ନିଗମ ମେୟର , ସ୍ଥାନୀୟ କର୍ପୋରେଟର  ତଥା ଅନ୍ୟ ଅଧିକାରୀ।  

3/6

ଏନେଇ କାଠଯୋଡି ପଠାରେ ମୂର୍ତ୍ତୀ ବିସର୍ଜନ ପାଇଁ ୩ଟି ଅସ୍ଥାୟୀ କୃତ୍ରିମ ପୋଖରୀ କରାଯାଉଛି । 

4/6

ନଦୀ ପଠାରେ ପାଣି କମ୍ ଥିବାରୁ  ବଡ଼ ପମ୍ପ ଜରିଆରେ ପାଣି ଭର୍ତ୍ତି କରିବାକୁ ଯୋଜନା ରଖାଯାଇଛି। ଦେବୀଗଡାରେ ପରିମଳ, ପାନୀୟ ଜଳ ଓ ଆଲକୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। 

5/6

ସେହିପରି ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି। ଭସାଣୀ ସମୟରେ ଡିଜେ ନ ବଜାଇବା ପାଇଁ ନିସ୍ପତ୍ତି ହୋଇଥିବା ବେଳେ, ଏବେ ଲେଜର ଲାଇଟ୍ ଓ ଫାୟାରଗନ୍ ଉପରେ ବି କଟକଣା ଲାଗିଛି। 

6/6

ସେହିପରି ଚଳିତ ଥର ଦୁର୍ଗା ପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବାଜାଇବାକୁ ଅନୁମତି ମିଳିଛି। ରାତି ୧୨ଟା ଯାଏଁ ସାସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link