Advertisement
Photo Details/zeeodisha/odisha2468253
Zee OdishaPhotosBbsr Durga Puja 2024: ରାଜଧାନୀର କେଉଁ ମଣ୍ଡପରେ ଦେବୀମା’ ଦେଖିବାକୁ କେମିତି ? ଦେଖନ୍ତୁ ଗୋଟିଏ କ୍ଲିକ୍‍ ରେ
photoDetails0hindi

Bbsr Durga Puja 2024: ରାଜଧାନୀର କେଉଁ ମଣ୍ଡପରେ ଦେବୀମା’ ଦେଖିବାକୁ କେମିତି ? ଦେଖନ୍ତୁ ଗୋଟିଏ କ୍ଲିକ୍‍ ରେ

BBSR Durga Puja 2024: ଆସିଛି ପାର୍ବଣ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତ ଜନନୀ ମାଆ ଦୁର୍ଗା। ଆଜି ଶକ୍ତିପୀଠ ଗୁଡିକରେ ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ତପ ଗୁଡିକରେ ମହାମାୟୀଙ୍କ ମହାଷ୍ଟମୀ ପୂଜା ଚାଲିଛି। ଭକ୍ତିମୟ ହୋଇଉଠିଛି ପରିବେଶ। ମାଆଙ୍କ ଦର୍ଶନ ପାଇଁ ମଣ୍ତପ ଗୁଡିକରେ ଲାଗିଛି ଭିଡ଼। ତେବେ, ଆସନ୍ତୁ ଦେଖିବା ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ପୂଜାମଣ୍ତପରେ ମାଆଙ୍କ ମୂର୍ତ୍ତୀ। ଦେଖନ୍ତୁ ଫଟୋରେ ପୂଜାର କିଛି ଝଲକ୍.....

1/9

କୁଞ୍ଜପାଟଣା ସାହି ମେଢ

2/9

ଖୁଣ୍ଟିଆ ସାହି ଚାନ୍ଦି ମେଢ

3/9

ବଢେଇବାଙ୍କ ଛକ ମେଢ

4/9

ତଳବଜାର ମେଢ

5/9

ହାଟ ସାହି ମେଢ

6/9

ଖରାଖିଆ ବୌଦ୍ୟନାଥ ମେଢ

7/9

କେଉଟ ସାହିଛକ ମେଢ

8/9

କୁମ୍ଭାର ସାହି ମେଢ

9/9

ସୁନ୍ଦରପଦା ଚାନ୍ଦି ମେଢ