Matric Form Fill Up: ଚାଲିଛି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ, ଜାଣନ୍ତୁ ଲାଷ୍ଟ୍ ଡେଟ୍ କେବେ ?

Matric Form Fill Up: ମାଟ୍ରିକ୍ ପରୀକ୍ଷା ପାଇଁ ସୋମବାର ଠାରୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ (ମାଟ୍ରିକ) ରେଗୁଲାର ଓ ଏକ୍ସରେଗୁଲାରର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଆରମ୍ଭ ହୋଇଛି। ALSO READ: Viral Video: ଦାଣ୍ତ-ପିଣ୍ଢାରୁ ଭାଇରାଲ୍ ହେଲା ଗାଁ ଭାଉଜଙ୍କ ଏହି ଭିଡିଓ, ଆପଣ ଦେଖିଲେ ହେବେ ଆଶ୍ଚର୍ଯ୍ୟ! ALSO READ:ଝାଉଁବଣରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Nov 05, 2024, 09:25 AM IST
1/5

ଉଭୟ ରେଗୁଲାର ଓ ଏକ୍ସରେଗୁଲାରର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ  ଆରମ୍ଭ ହୋଇଛି।

2/5

     ଗତକାଲି ଠାରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ । 

3/5

ସେପଟେ, ମାଟ୍ରିକ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ନମ୍ବର ସୋମବାର ଠାରୁ ବିଦ୍ୟାଳୟ କର୍ତ୍ତୁପକ୍ଷ ୱେବସାଇଟରେ ଅପଲୋଡ କରିବା ଆରମ୍ଭ କରିଛନ୍ତି।  

4/5

ଇଣ୍ଟରନାଲ ଆସେସମେଣ୍ଟ ମାର୍କ ସହ ଆସପ୍ରେସନାଲ କମ୍ପୋନେଣ୍ଟସ ମାର୍କ ପ୍ରଧାନଶିକ୍ଷକମାନେ ଅପଲୋଡ କରିବେ । 

5/5

ସୂଚନାଯୋଗ୍ୟ ମାଟ୍ରିକ ପରୀକ୍ଷାରେ ମୋଟ ୬ଟି ବିଷୟରେ ୬୦୦ ମାର୍କ ପରୀକ୍ଷା ହେବ ବୋଲି ଜଣାପଡିଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link