Mo Bus: ଆଜିଠୁ ତିନି ଦିନ ଯାଏଁ ଏହିସବୁ ରୁଟ୍ ରେ ଗଡି଼ବନି `ମୋ-ବସ୍`, ଏଠାରେ ଦେଖନ୍ତୁ ପୂରା ତାଲିକା

Mo Bus: ଆଜିଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଡିଜିପି ସମ୍ମିଳନୀ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୩ ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ କଟକଣା ଜାରି କରାଯାଇଛି ୩ ଦିନ ପାଇଁ ମୋ-ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ନଜର ପକାନ୍ତୁ କେଉଁ ସବୁ ରୁଟ୍ ରୁ ବନ୍ଦ ରହିବ ସେବା.....

Narmada Behera Nov 29, 2024, 12:20 PM IST
1/5

2/5

ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ କଟକଣା ଜାରି କରାଯାଇଛି । 

3/5

ଆଜିଠାରୁ ୧ ତାରିଖ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳରେ ଅନୀୟମିତା ଦେଖାଯିବ । 

4/5

ଅନ୍ୟପକ୍ଷେ ଟ୍ରାଫିକ କଟକଣାକୁ କାରଣରୁ ମୋ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

5/5

 ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କ୍ରୁଟ । ଆଜି ଠୁ ୧ ତାରିଖ ପର୍ଯ୍ୟନ୍ତ  ୯ ନଂ, ୧୦, ୧୧, ୧୨, ୧୩, ୧୭, ୨୦,୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮,୩୦,୩୧,୩୨,୩୬,୩୭,୩୮,୩୯, ୪୦,୪୪,୪୬,୪୭,୬୪ ଓ ୬୬ ନମ୍ବର ରୁଟରେ ବସ୍‌ ଚଳାଚଳ ପ୍ରଭାବିତ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link