Gold Price Today: ନୂଆ ସୁନା ଦର ଜାରି, ଜାଣନ୍ତୁ ଆଜି ଭୁବନେଶ୍ବରରେ ଭରି ପିଛା କେତେ ଟଙ୍କା ଖସିଲା ରେଟ୍?

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ପୁଣି ଥରେ ଖସିଲା ସୁନା ରେଟ୍। ଗତକାଲି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଆଜି ସୁନା ରେଟ୍ ହ୍ରାସ ପାଇଛି। ପାର୍ବଣ ପୂର୍ବରୁ ଖସିଛି ରେଟ୍। ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆଜି ଆପଣ ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ,ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।

Narmada Behera Fri, 23 Aug 2024-10:55 am,
1/6

ଆଜି ବଜାର ଖୋଲିବା ପୂର୍ବରୁ ବୁଲିଅନ ବଜାର ଦର ଅନୁଯାୟୀ ଗୁରୁବାର ସୁନା ୧୪ କ୍ୟାରେଟ ଭରିପିଛା ୪୬୧୮ ଟଙ୍କାରେ ବ୍ୟବସାୟ କରିଥିଲା। ସେହିପରି ୨୨ କ୍ୟାରେଟ ୬୯୮୮ ଟଙ୍କାରେ ବ୍ୟବସାୟ କରିଥିବା ବେଳେ ୨୦ କ୍ୟାରେଟ ଭରି ପିଛା ୬୩୭୨ ଟଙ୍କାରେ ବ୍ୟବସାୟ କରିଥିଲା। 

ALSO READ: ଆଗାମୀ ସପ୍ତାହ ଏହିସବୁ ରାଶିଙ୍କ ପାଇଁ ରହିବ ଅତ୍ୟନ୍ତ ଖାସ୍, ମେଷ-ମିଥୁନ ସହ ଏହି ୫ ରାଶିକୁ ମିଳିବ ଶୁଭଫଳ ସହ...

ALSO READ: Shukra Ketu Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶୁକ୍ର-କେତୁଙ୍କ ଶୁଭଦୃଷ୍ଟି, ମିଳିବ ଖୁସି ଖବର ସହ ବଢିବ ଧନ!

2/6

ତେବେ, ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍  ମୂଲ୍ୟ ୬୬,୦୦୦  ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୬୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା ହ୍ରାସ ପାଇଛି। 

 

3/6

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୬,୭୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୨,୮୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। 

 

4/6

ସେହିପରି ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୬,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୬୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। 

 

5/6

ସେପଟେ, ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୬୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୬୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି। 

 

6/6

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୬୫୦ ଟଙ୍କା ରହିଛି।  ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୨୦୦ ଓ ୨୪ କ୍ୟାରେଟ୍ ରେ ୨୨୦ ଟଙ୍କା କମିଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link