Security System: କଟକ: ଦଶହରା (Dussehra) ପାଇଁ କଟକ କମିଶନରେଟ ପୋଲିସର (Commissionerate Police) ପ୍ରସ୍ତୁତି ବୈଠକ। ମେଢ଼ ପାଖରେ ରହିବେ ପୋଲିସ। ସହରରେ ଏଥରେ ୨୮ ଚାନ୍ଦୀ ମେଢ଼। ବିଭିନ୍ନ ସ୍ଥାନରେ ରହିବ ପୋଲିସ ଏଡ ପୋଷ୍ଟ (Police Aid Post)। ଟ୍ରାଫିକ ପରିଚାଳନା (Traffic Management) ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ସହରକୁ ୮ ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀ। ମଦ ବିରୋଧି ଅଭିଯାନ ଚାଲିଛି। ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ। ମସଜିଦ, ଗିର୍ଜା ସମ୍ମୁଖରେ ପୋଲିସ କର୍ମୀ (Police) ମୁତୟନ ରହିବେ। Quick Action Team (QAT) ମୁତୟନ ରହିବେ। ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ୫୫ ପ୍ଳାଟୁନ ପୋଲିସ ଫୋର୍ସ, ୬ ଜଣ ଅତିରିକ୍ତ ଡିସିପି ପାହ୍ୟାର, ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୋଲିସ, ହୋମଗାର୍ଡ ମୁତୟନ ହେବେ। ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ୩୦୦ ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି। କିଛି ମେଢ଼ GPS ଲଗେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦଶହରା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ମେଢ଼ ପାଖରେ ରହିବେ ପୋଲିସ । ସହରରେ ଏଥର ୨୮ ଚାନ୍ଦୀ ମେଢ଼ । ପୂଜା ପାଇଁ ୩୧ଟି ଏଡ ପୋଷ୍ଟ ଓ ଭସାଣୀ ପାଇଁ ଅତିରିକ୍ତ ୧୪ଟି ଏଡ୍ ପୋଷ୍ଟ ରହିବ। ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ସହରକୁ 8 ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ଜଣେ ଲେଖାଏଁ ଅଧିକାରୀ। ମଦ ବିରୋଧି ଅଭିଯାନ ଜରୋଦର ଚାଲିଛି।


ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ । ମସଜିଦ, ଗିର୍ଜା ସମ୍ମୁଖରେ ପୋଲିସ କର୍ମୀ ମୁତୟନ ରହିବେ । QAT ମୁତୟନ ରହିବେ । ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ । ୫୫ ପ୍ଳାଟୁନ ପୋଲିସ ଫୋର୍ସ, 6 ଜଣ ଅତିରିକ୍ତ ଡିସିପି ପାହ୍ୟା, ୪୦ ଜଣ ଡିଏସପି ପାହ୍ୟାର ଅଧିକାରୀ, ୨୯୭ ଏଏସଆଇ, ୮୪ ଜଣ ହାବିଲଦାର ରାଙ୍ଗ ଅଧିକାରୀ,  ୫୫ ଜଣ ଇନ୍ସପେକ୍ଟର, ଟ୍ରାଫିକ ପୋଲିସ, ହୋମଗାର୍ଡ ମୁତୟନ ହେବେ। ଆଇନ ଭଙ୍ଗକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ସହରରେ ୩୦୦ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲାଗିଛି । କିଛି ମେଢ଼ GPS ଲଗେଇଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ସହ ପୂଜା ସମାପନ ପାଇଁ ଲକ୍ଷ ରଖିଛି କମିଶନରେଟ ପୋଲିସ।


ଅଧିକ ପଢନ୍ତୁ: ଓଲିଉଡରେ ଆଲୋଡ଼ନ: ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ


ଅଧିକ ପଢନ୍ତୁ: ଓଡ଼ିଶା ପାଲଟିଲାଣି ମିନି ଆଫଗାନିସ୍ତାନ!


ଅଧିକ ପଢନ୍ତୁ: Tokenisation: ଆଜିଠୁ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଲାଗୁ, ଅକାମୀ ହୋଇନି ତ ଆପଣଙ୍କ Debit ଓ Credit card ?